Breaking News

କଲେଜ ଯିବା ପାଇଁ କୁନି ପିଲା ଟି ଦେଖନ୍ତୁ କେମିତି ଜିଦି କରୁଛି, ସେ କଲେଜ ଯିବା ପଛର କାରଣ ଜାଣିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ବର୍ତ୍ତମାନ ସମୟ ରେ ବେସ ଲୋକ ପ୍ରିୟ ହୋଇପାରିଛି ଓ ଏହି ଲୋକ ପ୍ରିୟ ହେବା ର କାରଣ ହେଲା ଯେ ଏହାରି ମାଧ୍ୟମ କିଛି ଭିଡିଓ ଦେଖି ମଣିଷ ହସିଥାଏ ତ ଆଉ କିଛି ଦେଖି ମନ ଦୁଖ କରିଥାଏ । ତେବେ ସୋସିଆଲ ମିଡିଆ ରେ ପ୍ରାୟତ ଅଧିକ ଆଶ୍ଚର୍ଯ୍ୟ ଓ ଚକିତ କଳା ଭଳି ଖବର ଦେଖିବାକୁ ମିଳିଥାଏ ।


ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏଥିରେ ଆମକୁ କିଛି ଶିଖିବାକୁ ମିଳିଥାଏ , ହଁ ବନ୍ଧୁ କିଛି ଭିଡିଓ ଅଛି ଯାହାକୁ ଆମେ ଦେଖିବା ପରେ କିଛି ଶିକ୍ଷା ମିଳିଥାଏ । ତାହେଲେ ଆମେ ପ୍ରତିଦିନ ସୋସିଆଲ ମିଡିଆ ରେ କିଛି ନା କିଛି ଦେଖିବା କୁ ପାଉଛେ । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଏକ ଭିଡିଓ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଝିଅ ତାର ମା କୁ କହୁଛି ସ୍କୁଲ ନଯାଇ କଲେଜ ଯିବ ବୋଲି ।

ହଁ ବନ୍ଧୁ ଏହି ଭିଡିଓ ରେ ଝିଅ ଟି ପାଠ କରୁଥିବା ସମୟ ରେ ବିରକ୍ତ ହୋଇ ତାର ମା କୁ କହୁଛି ମୁ ଆଉ ସ୍କୁଲ ନହିଁ ସ୍କୁଲ ରେ ପ୍ରବଳ ପାଠ ଦେଉଛନ୍ତି , ସେଥିପାଇଁ ମୁଁ କଲେଜ ଜୀବି । ସବୁଠୁ ବଡ କଥା ହେଲା ଯେ ସେ କହିଛି ମୁଁ ଲିପିଷ୍ଟିକ ଲଗାଇ ହୀଳ ପିନ୍ଧି ସ୍କୁଟି ଧରି କଲେଜ ଯିବୀ , ହଁ ବନ୍ଧୁ ଏହି ଭଳି କିଛି ତାର ମା କୁ କହୁଛି , ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବିବାହ ପରେ ପ୍ରଥମ ଥର ଶାଶୁଘରେ ରୋଷେଇ କଲେ ସୋମାଲିନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , …

Leave a Reply

Your email address will not be published. Required fields are marked *