Breaking News

ରାତିରେ ହଷ୍ଟେଲ ଭିତରେ ଯୁବକ କଣ କରୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମେ ପ୍ରତିଦିନ ସୋସିଆଲ ମିଡିଆ ରୁ କିଛି ନା କିଛି ଦେଖିବାକୁ ପାଇଥାଉ , ତେବେ ଏହି ଭିଡିଓ ମଧ୍ୟ ରୁ କିଛି ଭିଡିଓ ହସାଉ ଥିବା ସମୟ ରେ କିଛି ଭିଡିଓ ଆଶ୍ଚର୍ଯ୍ୟ ଲାଗିଥାଏ । ତେବେ ସୋସିଆଲ ମିଡିଆ ରେ ଏମିତି ଏକ ଜିନିଷ ଯେଉଁଥିରେ ବ୍ୟକ୍ତି ଭଲ କାର୍ଯ୍ୟ କରୁ ବା ଖ-ରା-ପ କାର୍ଯ୍ୟ କରୁ ଯଦି କାର୍ଯ୍ୟ ସେହି ଭଳି ହୋଇଥାଏ ତାହେଲେ ତାହା ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥାଏ ।


ତେବେ ଆଜି ଆମେ ଆପଣ ଙ୍କୁ ସେହିଭଳି ଏକ ଭିଡିଓ ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ବନ୍ଧୁ ଜଣେ ଯୁବକ ରାତି ଅଧ ରେ ଲେଡିଜ ହଷ୍ଟେଲ ରେ ଧରା ପଡିଛନ୍ତି । ତେବେ ଏହି ଭିଡିଓ ରେ ଧରା ପଡିଥିବା ଯୁବକ ଜଣକ ଧରା ପଡି ଯାଇଥିଲେ ମଧ୍ୟ ଭୟ ନକରି ପ୍ରତ୍ଯେକ କଥା ର ଉତ୍ତର ଦେଇ ଫୋନ ରେ ବ୍ୟସ୍ତ ରହୁଛି ।

ହଁ ବନ୍ଧୁ ରାତି 12 ଟା ରେ ଜଣେ ଯୁବକ ଲେଡିଜ ହଷ୍ଟେଲ ରେ ଧରା ପଡିଥିଲା , ତେବେ ଯୁବକ ଜଣକ କୁ କିଛି ପଚାରିବାରୁ ସେ କହିଥିଲା ଯେ ମେଡ଼ିସିନ ଦେବା ପାଇଁ ଆସିଥିଲି । ତେବେ ବନ୍ଧୁଗଣ ରାତି 12 ଟା ରେ ମେଡ଼ିସିନ ଦେବା ପାଇଁ ଆସିଥିଲା ମାନେ ଆପଣ ମାନେ ଯାନୀ ପାରୁଥିବେ ସେ କଣ ପାଇଁ ଆସିଥିଲା , ତେବେ ଏହି ଘଟଣା ଟି ଆମ ଓଡିଶା ରେ ଘଟି ଥିଲେ ମଧ୍ୟ କେଉଁ ଜିଲ୍ଲା ରେ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏପରି ପୁରୁଣା ଏକ ଟଙ୍କିଆ ତେବେ ଶୀଘ୍ର ଦେଖନ୍ତୁ …

ବନ୍ଧୁଗଣ ଯେଉଁ ମାନେ ପୁରୁଣା ଅନେକ ଦିନ ଧରି ସଂଗ୍ରହ କରି ଆସୁଛନ୍ତି ସେମାନଙ୍କ ପାଇଁ ବର୍ତମାନ ଖୁସି ଖବର …

Leave a Reply

Your email address will not be published.