Breaking News

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ କହିଲେ ଯେ ସାଙ୍ଗ ରାତି ରେ ରୋଳା କରିବା , ହଁ ବନ୍ଧୁ ଏହି କଥା ତି କୁ ସେ ଇଙ୍ଗ୍ଲିଶ ରେ ଲେଖି କହିଥିଲେ ଯେ “ଲେଟ୍ସ ହାଭ ଏ ବ୍ଳାଷ୍ଟ “ ତେବେ ଏହି କଥା ତି କୁ କୋର୍ଟ ରେ କହିଛନ୍ତି ଏଏସଜି ଅନିଲ ସିଂ । ତାହେଲେ ବର୍ତ୍ତମାନ ସମୟ ରେ କିଂ ଖାନ ଙ୍କ ପୁଅ ଙ୍କ ଏହି ତ୍ଵିଟ ଟି ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ।


ତେବେ ଏହି ଟ୍ବିଟ ଲାଇଭ ଲ ପୋଷ୍ଟ କରିଛି , ତେବେ ଲାଇଭ ଲ ମାନେ କୋର୍ଟ ରେ କଥାବାର୍ତ୍ତା ଆଳାପ ହେଉଛି ତାହାକୁ ସୋସିଆଲ ମିଡିଆ ରେ ପୋଷ୍ଟ କରୁଛି ଲାଇଭ ଲ । ତେବେ ମାନ୍ୟବର କୋର୍ଟ ଙ୍କୁ ଏଏସଜେ ଅନିଲ ସିଂ କହିଛନ୍ତି ଯେ ଆରିୟାନ ଙ୍କ ନିକଟ ରୁ 6 ଗ୍ରାମ ଚ-ର-ସ ଜବତ ହୋଇଥିଲା ଓ ଏହା ତାଙ୍କ ଜୋତା ଭିତରେ ଥିଲା ।

ତେବେ ସେ ଏହାକୁ ବ୍ୟବହାର ପାଇଁ ଆଣିଥିଲେ , ଯଦି ଆମେ ଚରସ ବିଷୟ ରେ କହିବା ତାହେଲେ ସାଧାରଣ ଡୋଜ ଦେଖିବା ତାହେଲେ 2 ଗ୍ରାମ ସଂଯୋଗ ଏହା କରା ଯାଇପାରିବ ନହିଁ ଏହା କୁ ଦୁଇ ଦୁଇ , 4 ଗ୍ରାମ ସଂଯୋଗ କରିବା ପରେ ତାଙ୍କ ପାଖ ରେ ଆହୁରି ଦୁଇ ଗ୍ରାମ ଚ-ର-ସ ବଞ୍ଚିଥାନ୍ତା ।


ତେବେ ତାହାକୁ ସେ ଚାହିଁଲେ କାହାକୁ ଵିକି ପାରିଥାନ୍ତେ ନହେଲେ ଦେଇ ବି ମଧ୍ୟ ପାରିଥାନ୍ତେ । ତେବେ ବନ୍ଧୁଗଣ ବର୍ତ୍ତମାନ କିଛି ବ୍ୟକ୍ତି ବ୍ଳାଷ୍ଟ ର ଅର୍ଥ ରୋଳା ବୋଲି କୁହା ଯାଉଛି ତାହା ଅନ୍ୟ ଅର୍ଥ ବି ଅଛି । ତେବେ ଏ ନେଇ ସୋସିଆଲ ମିଡିଆ ରେ ମଧ୍ୟ ଏହି ବ୍ଳାଷ୍ଟ ର ଅର୍ଥ କଣ ତାକୁ ନେଇ ବେସ ଚର୍ଚ୍ଚା ଚାଲିଛି । ତେବେ କିଛି ଅଭିନେତା ଓ ସାଧାରଣ ଲୋକ ଏହାର ଅର୍ଥ କହିଛନ୍ତି ଯେ ମଜାମସ୍ତି କରିବା ବା ରୋଳା କରିବା ।

ତେବେ ଏନସିବି ର କହିବା ଅର୍ଥ ବ୍ଳାଷ୍ଟ ର ମାନେ ହେଉଛି ଯେ ଯେହେତୁ ତାଙ୍କ ପାଖ ରେ ଡ୍ରଗସ ଥିଲା ତାକୁ ନେଇ ଏହି ଭଳି ମଜାମସ୍ତି କରିବା ପାଇଁ ଚିନ୍ତା କରୁଥିବାର ବା କଥା ର ଉଦ୍ଦେଶ୍ୟ ଥାଇ ପାରେ । ତେବେ ବର୍ତ୍ତମାନ ସମୟ ରେ ଲେଟ୍ସ ହାଭ ଏ ବ୍ଳାଷ୍ଟ ର ଅର୍ଥ କଣ ସେ ନେଇ ସମସ୍ତେ ଏହାର ଆଲୋଚନା କରୁଛନ୍ତି ॥

About admin

Check Also

ସରକାର ଦୁ-ଷ୍କ-ର୍ମ-କା-ରୀ-ଙ୍କ ପାଇଁ ଆଣିଲେ କ-ଡା ଆଇନ, ଏବେ ଦୁ-ଷ୍କ-ର୍ମ-କା-ରୀ- ଙ୍କୁ କରାଯିବ ନଂ-ପୁ-ସ-କ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସବୁଦେଶ ରେ ଦୁ-ଷ୍କ-ର୍ମ କରିବା ର ଅଭିଯୋଗ ବୃଦ୍ଧି …

Leave a Reply

Your email address will not be published. Required fields are marked *