Breaking News

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ କହିଲେ ଯେ ସାଙ୍ଗ ରାତି ରେ ରୋଳା କରିବା , ହଁ ବନ୍ଧୁ ଏହି କଥା ତି କୁ ସେ ଇଙ୍ଗ୍ଲିଶ ରେ ଲେଖି କହିଥିଲେ ଯେ “ଲେଟ୍ସ ହାଭ ଏ ବ୍ଳାଷ୍ଟ “ ତେବେ ଏହି କଥା ତି କୁ କୋର୍ଟ ରେ କହିଛନ୍ତି ଏଏସଜି ଅନିଲ ସିଂ । ତାହେଲେ ବର୍ତ୍ତମାନ ସମୟ ରେ କିଂ ଖାନ ଙ୍କ ପୁଅ ଙ୍କ ଏହି ତ୍ଵିଟ ଟି ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ।


ତେବେ ଏହି ଟ୍ବିଟ ଲାଇଭ ଲ ପୋଷ୍ଟ କରିଛି , ତେବେ ଲାଇଭ ଲ ମାନେ କୋର୍ଟ ରେ କଥାବାର୍ତ୍ତା ଆଳାପ ହେଉଛି ତାହାକୁ ସୋସିଆଲ ମିଡିଆ ରେ ପୋଷ୍ଟ କରୁଛି ଲାଇଭ ଲ । ତେବେ ମାନ୍ୟବର କୋର୍ଟ ଙ୍କୁ ଏଏସଜେ ଅନିଲ ସିଂ କହିଛନ୍ତି ଯେ ଆରିୟାନ ଙ୍କ ନିକଟ ରୁ 6 ଗ୍ରାମ ଚ-ର-ସ ଜବତ ହୋଇଥିଲା ଓ ଏହା ତାଙ୍କ ଜୋତା ଭିତରେ ଥିଲା ।

ତେବେ ସେ ଏହାକୁ ବ୍ୟବହାର ପାଇଁ ଆଣିଥିଲେ , ଯଦି ଆମେ ଚରସ ବିଷୟ ରେ କହିବା ତାହେଲେ ସାଧାରଣ ଡୋଜ ଦେଖିବା ତାହେଲେ 2 ଗ୍ରାମ ସଂଯୋଗ ଏହା କରା ଯାଇପାରିବ ନହିଁ ଏହା କୁ ଦୁଇ ଦୁଇ , 4 ଗ୍ରାମ ସଂଯୋଗ କରିବା ପରେ ତାଙ୍କ ପାଖ ରେ ଆହୁରି ଦୁଇ ଗ୍ରାମ ଚ-ର-ସ ବଞ୍ଚିଥାନ୍ତା ।


ତେବେ ତାହାକୁ ସେ ଚାହିଁଲେ କାହାକୁ ଵିକି ପାରିଥାନ୍ତେ ନହେଲେ ଦେଇ ବି ମଧ୍ୟ ପାରିଥାନ୍ତେ । ତେବେ ବନ୍ଧୁଗଣ ବର୍ତ୍ତମାନ କିଛି ବ୍ୟକ୍ତି ବ୍ଳାଷ୍ଟ ର ଅର୍ଥ ରୋଳା ବୋଲି କୁହା ଯାଉଛି ତାହା ଅନ୍ୟ ଅର୍ଥ ବି ଅଛି । ତେବେ ଏ ନେଇ ସୋସିଆଲ ମିଡିଆ ରେ ମଧ୍ୟ ଏହି ବ୍ଳାଷ୍ଟ ର ଅର୍ଥ କଣ ତାକୁ ନେଇ ବେସ ଚର୍ଚ୍ଚା ଚାଲିଛି । ତେବେ କିଛି ଅଭିନେତା ଓ ସାଧାରଣ ଲୋକ ଏହାର ଅର୍ଥ କହିଛନ୍ତି ଯେ ମଜାମସ୍ତି କରିବା ବା ରୋଳା କରିବା ।

ତେବେ ଏନସିବି ର କହିବା ଅର୍ଥ ବ୍ଳାଷ୍ଟ ର ମାନେ ହେଉଛି ଯେ ଯେହେତୁ ତାଙ୍କ ପାଖ ରେ ଡ୍ରଗସ ଥିଲା ତାକୁ ନେଇ ଏହି ଭଳି ମଜାମସ୍ତି କରିବା ପାଇଁ ଚିନ୍ତା କରୁଥିବାର ବା କଥା ର ଉଦ୍ଦେଶ୍ୟ ଥାଇ ପାରେ । ତେବେ ବର୍ତ୍ତମାନ ସମୟ ରେ ଲେଟ୍ସ ହାଭ ଏ ବ୍ଳାଷ୍ଟ ର ଅର୍ଥ କଣ ସେ ନେଇ ସମସ୍ତେ ଏହାର ଆଲୋଚନା କରୁଛନ୍ତି ॥

About admin

Check Also

ପରିବାରର ବୋଝ ମୋତେ ଦେଇଗଲ, କେମିତି ଚଳେଇବି ପରିବାର, ମତେ ଏବେ କିଏ Hero କରିବ ଦେଖନ୍ତୁ ପୁରା ଭିଡ଼ିଓ

ନମସ୍କାର ବନ୍ଧୁଗଣ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ତାଙ୍କୁ କହୁଛି ବାପା …

Leave a Reply

Your email address will not be published. Required fields are marked *