ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ଦୁଃଖ ଖବର ଆସିଛି କ୍ରିକେଟ ଜଗତ ରୁ , ହଁ ବନ୍ଧୁ 19 ବର୍ଷ କମ ଭାରତୀୟ କ୍ରିକେଟ ଦଳ ଅଧି ନାୟକ ବା ସୌରାଷ୍ଟ୍ର ପକ୍ଷ ରୁ ରଣଜୀ ମ୍ଯାଚ ଖେଳୁଥିବା ଭାରତୀୟ କ୍ରିକେଟର ଅଭି ବାରୋତ ଙ୍କ ଅକାଳ ରେ ବିୟୋଗ ହୋଇଛି । ମାତ୍ର 29 ବର୍ଷ ବୟସ ରେ ହୃ-ଦ-ଘା-ତ ରେ ପ୍ରା-ଣ ହରାଇଛନ୍ତି । ତେବେ ଏ ନେଇ ଟ୍ବିଟ କରି ଜଣାଇଛି ସୌରାଷ୍ଟ୍ର କ୍ରିକେଟ ସଂଘ ।
ତେବେ ସୌରାଷ୍ଟ୍ର ପକ୍ଷ ରୁ ଅଭି ବାରୋତ ରଣଜୀ କ୍ରିକେଟ ଖେଳିଛନ୍ତି ଓ 2019-20 ରେ ରଣଜୀ ଚମ୍ପିଆନ ଦଳ ସଦସ୍ୟ ହୋଇଥିଲେ । ଅଭି ବାରୋତ ଡାହାଣ ହାତୀ ବ୍ୟାଟସ ମ୍ୟାନ ଥିଲେ ସେ ବେଳେ ବେଳେ ଅଫ ବ୍ରେକ ବୋଲିଂ କରୁଥିଲେ । ସେ 38 ଟି ପ୍ରଥମ ଶ୍ରେଣୀ , 38 ଟି ଲିଷ୍ଟ ଏ , 20 ଟି ଘରୋଇ ଟି20 ମ୍ଯାଚ ଖେଳିଛନ୍ତି । ତେବେ ଅଭି ବାରୋତ ଙ୍କ ଅକାଳ ବିୟୋଗ ରେ ପୁରା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସ୍ତବ୍ଧ ହୋଇ ଯାଇଛନ୍ତି ।
ତେବେ ଅଭି ବାରୋତ ଜଣେ ଭଲ ୱିକେଟ କିପର ବ୍ୟାଟସ ମ୍ୟାନ ଯିଏ ପ୍ରଥମ ଶ୍ରେଣୀ ରେ 1547 ରନ ରେ , ଲିଷ୍ଟ ଏ ରେ 1030 ରନ ଓ ଟି-20 ରେ 717 ରନ କରି ଛନ୍ତି । ତେବେ ସୌରାଷ୍ଟ୍ର ପାଇଁ ଅଭି ବାରୋତ 17 ଟି ରଣଜୀ, 17 ଟି ଲିଷ୍ଟ ଏ ଓ 11 ଟି ଟି-20 ଖେଳିଛନ୍ତି , ଅତି ନିକଟ ରେ ଶେଷ ହୋଇଥିବା ଶୟିଦ ମୁସ୍ତାକ ଅଲି ଟ୍ରଫି ଜିତି ଥିଲେ ତାହା ପୁଣି 53 ବଳ 122 ରନ କରି । ତେବେ ତାଙ୍କ ବିୟୋଗ ରେ ଅନେକ ଲୋକ ପ୍ରିୟ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ