Breaking News

ଦେଖନ୍ତୁ ଭିଡିଓ – ଓଡିଆ ହିରୋ ସୁଭାଶିଷ ଅଭିନୟ ଛାଡି ଖୋଲିଲେ ଲୁଗା ଦୋକାନ? ଜାଣନ୍ତୁ ପୁରା ଘଟଣା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସୁଭାସିସ ବର୍ତ୍ତମାନ ସମୟ ରେ ଅଭିନୟ ଛାଡିବା ପରେ ସପିଙ୍ଗ ମହଲ ଖୋଲିଛନ୍ତି , ତେବେ ଏହି ଖବର ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଏହା ପଛ ରେ ଥିବା ରହସ୍ୟ ଟି କୁ ଆଜି ଆମେ ଆମର ଏହି ପେଜ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ସୁଭାସିସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ତେବେ ଏହି ଅଭିନେତା ଜଣକ ବହୁସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ସେ ଚଳଚିତ୍ର ରେ ଅଭିନୟ କରିବା ସହ ଆଲବମ ଓ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ହେ ପ୍ରଭୁ ଧାରାବାହିକ ରେ ନିଜ ଅଭିନୟ ଜାରି ରଖିଛନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ଆଜି ହେ ପ୍ରଭୁ ଧାରାବାହିକ ଟି ବେସ ଲୋକ ପ୍ରିୟ ହୋଇ ପରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ କଟକ ଠାରେ ଏକ ସପିଙ୍ଗ ମହଲ ଖୋଲିଛି ଯେ ଯେଉଁଥିରେ ଛୋଟ ପିଲା ଙ୍କ ଠାରୁ ବଡ ଲୋକ ଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାର ପୋଷାକ ମିଳିବ ।

ତେବେ ଗତ କିଛି ଦିନ ତଳେ ସୁଭାସିସ ଓ ଶିବାନୀ ଏହାର ଉଦ୍ଦଘାଟନ କରିଥିଲେ , ତେବେ ଏହି ସପିଙ୍ଗ ମହଲ ଟି ର ବହୁତ ସାରା ବିଜ୍ଞାପନରେ ଶୁଭାଶିଷ ଓ ଶିବାନୀ ନଜର ଆସିଥିଲେ ଯାହା ଦେଖି ଦର୍ଶକ ମାନେ ଭାବୁଛନ୍ତି ଏହା ସୁଭାଶିଷଙ୍କର ବୋଲି । କିନ୍ତୁ ବାସ୍ତବରେ ଏହା ତାଙ୍କର କି ନୁହେଁ ଜଣା ପଡି ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *