Breaking News

ଆସୁଛି ଅନୁଭବଙ୍କ ନୂଆ ସିନେମା ରାବଣ, କଣ ଫୁଣି ଠାରେ ଦୁହେଁ ଏକାଠି ଅଭିନୟ କରିବେ କି ? ଏକାଠି ହେବେ କି ବର୍ଷା ଅନୁଭବ (Varsha Anubhav)

ଦର୍ଶକ ବନ୍ଧୁ କେନ୍ଦ୍ରପଡା ର ସାଂସଦ ବା ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ର ଆଗାମୀ ଦିନ ମାନ ଙ୍କ ଭିତରେ ରେ ଏକ ନୂଆ ଚଳଚିତ୍ର ଆସିବାକୁ ଯାଉଛି ଓ ଯାହା ସୂଚନା ମିଳିଛି ଏହି ଚଳଚିତ୍ର ଟି ଆସନ୍ତା ବର୍ଷ ରଜ କୁ ରିଲିଜ ହେବ । ତେବେ ଏହି ଚଳଚିତ୍ର ର ନାମ ରହିଛି ରାବଣ ଯାହା ବର୍ତ୍ତମାନ ସମୟ ରେ ଶୁଟିଙ୍ଗ ସେଟ ବେସ ଜୋରସୋର ରେ ଚାଲିଛି ।


ତାହେଲେ ବନ୍ଧୁଗଣ ଏହି ଚଳଚିତ୍ର ରେ ଅନୁଭବ ପ୍ରଥମ ଥର ପାଇଁ ନେଗେଟିଭ ଚରିତ୍ର ରେ ନଜର ଆସିବେ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ତାଙ୍କ ଜୀବନ ରେ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି । ତାହେଲେ ବନ୍ଧୁଗ ଅନୁଭବ ଓ ବର୍ଷା ପରସ୍ପର କୁ ଭଲପାଇ 2014 ରେ ବିବାହ କରିଥିଲେ ଓ ବର୍ତ୍ତମାନ ସମୟ ରେ ଅଲଗା ହେବା ପାଇଁ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି ।


ତେବେ ବନ୍ଧୁଗଣ ଏହି ନୂଆ ଚଳଚିତ୍ର ଆସନ୍ତା ବର୍ଷ ରଜ କୁ ରିଲିଜ ହେବ ଓ ବର୍ତ୍ତମାନ ସମୟ ରେ ଏହା ର ଶୁଟିଙ୍ଗ ସେଟ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବେସ ଜୋରସୋର ରେ ଚାଲିଛି । ଏହି ଚଳଚିତ୍ର ଅନୁଭବ ନେ-ଗେ-ଟିଭ ଚରିତ୍ର ରେ ନଜର ଆସିଥିଲେ ମଧ୍ୟ ସେ ଏହି ଚଳଚିତ୍ର ର ମୁଖ୍ୟ ଅଭିନେତା । ବର୍ତ୍ତମାନ ସମୟ ରେ ଏହି ଚଳଚିତ୍ର କୁ ନେଇ ଏକ ଖବର ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଯେ ଏହି ଚଳଚିତ୍ର ରେ ବର୍ଷା ନଜର ଆସିବେ , ତେବେ ଏହା ପଛ ରେ କଣ ରହିଛି ସତ୍ୟତା ତାହା ବର୍ତ୍ତମାନ ସ୍ପଷ୍ଟ ଭାବେ ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *