Breaking News

ଅଙ୍କଲ ମୋତେ ଟିକେ ଅନୁମତି ଦିଅନ୍ତୁ, ମୋ ମାଉସୀକୁ ଗେଲକରି ଚାଲିଆସିବି, ଭିଡିଓ ଦେଖିଲେ ହସି ହସି ଗଡିଯିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଗୋଟେ କୁନି ଝିଅ ର ଭିଡିଓ , ହଁ ବନ୍ଧୁ ଏହି ଭିଡିଓ ରେ କୁନି ଝିଅ ଟି ଚାଲି ଚାଲି ଯାଉଛି ବିମାନ ବନ୍ଦର ରେ ତାର ମାଉସୀ କୁ ଦେଖା କରିବା ପାଇଁ । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି କୁନି ଝିଅ ଟି ତା ର ମାଉସୀ କୁ ଦେଖା କରିବା ପୂର୍ବ ରୁ ପ୍ରଥମେ ସେଠାରେ ଉପସ୍ଥିତ ଥିବା ବାୟୁସେନା ର ଅଫିସର ଙ୍କୁ ଠାରୁ ଅନୁମତି ନେଉଛି ।

ସେହି କୁନି ଝିଅ ଟି ଅଫିସର ଙ୍କୁ କହୁଛି ଯେ ଆପଣ ମାନେ ଅନୁମତି ଦେଲେ ମୁଁ ମୋ ମାଉସୀ ଙ୍କୁ କୁଣ୍ଢାଇବି , ତେବେ ଘଟଣା ଟି କେଉଁଠାରେ ଘଟିଛି ତାହା ଜଣା ପଡି ନହିଁ । ତେବେ କୁନି ଝିଅ ଟି ମାଉସୀ ଙ୍କୁ ଗେଲ କରି ଟାଟା କରିବା ପାଇଁ ଯିବା ସମୟ ରେ ସିକ୍ଯୁରିଟି ଅଫିସର ଙ୍କ ଠାରୁ ଅନୁମତି ଆଣିବା ପରେ ନିଜ କୁନି ପାଦ ରେ ଦଉଡି ଯାଇ ମାଉସୀ ଙ୍କ ପାଖ କୁ ଯାଉଛନ୍ତି ।

ମାଉସୀ ଙ୍କ ପାଖ ରେ ପହଞ୍ଚିବା ପରେ ତାଙ୍କୁ ଧରି କୁଣ୍ଢାଇବା ସହିତ ଗେଲ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏହି କୁନି ଝିଅ ର ଚାଲି ଓ ତାର ଅଫିସର ଙ୍କ ପ୍ରତି ବ୍ୟବହାର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ସମସ୍ତେ ମଧ୍ୟ ଏହି କୁନି ଝିଅ କୁ ପ୍ରଶଂସା କରିଛନ୍ତି ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.