Breaking News

ଦେଖନ୍ତୁ ଭିଡିଓ – ସ୍ଵାମୀ ଘରୋଇ କ-ଳି ରୁ ସ୍ଵାମୀ ଉପସ୍ଥିତିରେ ଡ୍ୟାମ ଭିତରକୁ ଡେ-ଇଁ-ଲେ ସ୍ତ୍ରୀ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ସ୍ଵାମୀ ସାମ୍ନା ରେ ସ୍ତ୍ରୀ ପୋଲ ତଳ କୁ ଡେ-ଇଁ ବର୍ତ୍ତମାନ ସମୟ ରେ ନି-ଖୋ-ଜ ଅଛି । ହଁ ବନ୍ଧୁ ଏହି ଭଳି ଘଟନା ଘଟିଛି କୋରାପୁଟ ଜିଲ୍ଲା ରେ , ତେବେ କୋରାପୁଟ ଜିଲ୍ଲା କୁକୁଡାପକ୍ଷୀ ଗାଁ ର ପଦ୍ମ ଖରା ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଖରା ଦଶହରା ଉପଲକ୍ଷେ ତାଙ୍କର ନିକଟସ୍ଥ ପୂଜାରିଗୁଡା ରୁ ଅତିଥି ଙ୍କ ଘର କୁ ଯାଇଥିଲେ ।

ତେବେ ସେହିସ୍ଥାନ ଉଭୟ ସ୍ଵାମୀ ସ୍ତ୍ରୀ ଘର କୁ ଫେରୁଥିବା ସମୟ ରେ ଉଭୟ ମଧ୍ୟ ରେ କିଛି କାରଣ ରୁ ଉଭୟ ମଧ୍ୟ ରେ ଝ-ଗ-ଡା ହୋଇଥିଲା ଓ ତାହା ପୁଣି ବାଇକ ରେ ଆସୁଥିବା ସମୟ ରେ , ତେବେ ଏହି ଝ-ଗ-ଡା କୁ ନେଇ ସ୍ତ୍ରୀ ପଦ୍ମଖରା ରାଗି ଯାଇ ଚମ୍ପପୁଟ ଜଳ ଭଣ୍ଡାର କୁ ଡେ-ଇଁ ପଡିଥିଲେ । ତେବେ ଏହି ଖବର ସ୍ଥାନୀୟ ଲୋକ ଜାଣିବା ପରେ ଖୋଜା ଖୋଜି କରିଥିଲେ କିନ୍ତୁ ମ-ହି-ଳା ଜଣ ଙ୍କୁ ପାଇ ନଥିଲେ ।

ତେବେ ସେସ ରେ ଅଗ୍ନିସମ ବାହିନୀ ଙ୍କୁ ଫୋନ କରିଥିଲେ , , ତେବେ ଅଗ୍ନିସମ ବାହିନୀ ସଙ୍ଗେ ସଙ୍ଗେ ତାର କାର୍ଯ୍ୟ ରେ ଲାଗି ପଡିଲା । ତେବେ ବହୁ ସମୟ ଅପରେସନ ପରେ ମହିଳା ପଦ୍ମାଖରା ଙ୍କ ମୃ-ତ ଦେ-ହ ଉ-ଦ୍ଧା-ର ହୋଇଛି । ତେବେ କାହିଁକି ଝ-ଗ-ଡା ଲାଗିଲା ଓ କଣ ପାଇଁ ପୋଲ ତଳ କୁ ଡେ-ଇଁ ପଡ଼ିଲେ , ଯଦି ଡେଇଁଲେ ସ୍ଵାମୀ ଜଣକ ସେଠାରେ କଣ କରୁଥିଲେ ତେବେ ଏହି ଭଳି ଅନେକ ପ୍ରଶ୍ନ ଆସୁଥିବା ସମୟ ରେ ପୋଲିସ ତାର ତଦନ୍ତ ଆରମ୍ଭ କରି ଦେଇଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.