ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପରିଛନ୍ତି , , ତେବେ ଆଜି ଆମେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଛି ଅଭିନେତ୍ରୀ ଙ୍କ ବାପା ମାନ ଙ୍କୁ ଦେଖିବା ଆମର ଏହି ପେଜ ମାଧ୍ୟମ ରେ , ତାହେଲେ ଆସନ୍ତୁ ଜାଣିବା ।
ବର୍ଷା – ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ , ତାହେଲେ ଏହି ଅଭିନେତ୍ରୀ ଜଣକ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ରେ ବେସ ଅଧିକ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଏହି ଫଟୋ ରେ ଆପଣ ମାନେ ବର୍ଷା ଙ୍କ ବାପା ଙ୍କୁ ଦେଖି ପାରୁଥିବେ ।
ଶୀତଳ – ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ଦେଖିବା ସହିତ ଜବରଦସ୍ତ ନାଚ ମଧ୍ୟ ଦେଖିଥିବେ , ତାହେଲେ ଆପଣ ମାନେ ଏହି ଫଟୋ ରେ ଶୀତଳ ଙ୍କ ବାପା ଙ୍କୁ ନିଶ୍ଚୟ ଦେଖି ପାରୁଥିବେ ।
ଶିବାନୀ ସଂଗୀତା – ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ଙ୍କୁ ଜାଣିଥିବେ ସେ ପିଲା ଟି ଦିନ ରୁ ବହୁ ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିଆୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଶିଶୁ କଳାକାର ଭାବେ ବେସ ପରିଚିତ । ତେବେ ଏହି ଫଟୋ ରେ ଆପଣ ମାନେ ଶିବାନୀ ଙ୍କ ବାପା ଙ୍କୁ ଦେଖୁଥିବେ ।
ଏଲିନା – ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲଟି ସୋ ରେ ବିଜେତା ହେବ ପରେ ସେ ଓଡିଆ ଇଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ପରବର୍ତ୍ତୀ ସମୟ ରେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇଥିଲେ , ତେବେ ଏଲିନା ଙ୍କ ବାପା ଙ୍କୁ ଆପଣ ମାନେ ଏହି ଫଟୋ ରେ ନିଶ୍ଚୟ ଦେଖି ପାରୁଥିବେ ।
ଝିଲ୍ଲିକ – ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଜଣେ ବଙ୍ଗୀୟ , ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଅଭିନୟ ପାଇଁ ଆସିଥିଲେ ଓ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ଆପଣ ମାନେ ଏହି ଫଟୋ ଝିଲ୍ଲିକ ଙ୍କ ବାପା ଙ୍କୁ ନିଶ୍ଚୟ ଦେଖି ପାରୁଥିବେ
ତମନା – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚୟ ଦେଖୁଥିବେ । ତେବେ ଏହି ଫଟୋ ରେ ତମନା ଙ୍କ ବାପା ଙ୍କୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ।
ଭୂମିକା ଦାସ – ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଏହି ଅଭିନେତ୍ରୀ , ସେ ଅବୁ କମ ବୟସ ରୁ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ଆପଣ ମାନେ ଏହି ଫଟୋ ଭୂମିକା ଙ୍କ ବାପା ଙ୍କୁ ନିଶ୍ଚୟ ଦେଖି ପାରୁଥିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ