ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଅଣଓଡିଆ ହୋଇଥିଲେ ମଧ୍ୟ ନିଜ ଅଭିନୟ ପାଇଁ ସେ ଆଜି ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସବୁ କିଛି ପାଇଛନ୍ତି ଯେମିତି ପରିଶ୍ରମ ଅନୁଯାୟୀ ଭଲ ଅର୍ଥ ଉପାର୍ଜନ ଓ ସବୁଠୁ ବଡ କଥା ହେଲା ନିଜ ଜୀବନ ସାଥି କୁ ମଧ୍ୟ ପାଇଛନ୍ତି , ତେବେ ଏହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧାଡ଼ି ଅଭିନେତ୍ରୀ ଝିଲ୍ଲିକ ଭଟାଚର୍ଯ୍ଯ । ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ,ତେବେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ ବହୁ ସାରା ଚଳଚିତ୍ର ରେ ଝିଲ୍ଲିକ ଙ୍କୁ ଜବରଦସ୍ତ ଅଭିନୟ କରୁଥିବା ନିଶ୍ଚୟ ଦେଖିଥିବେ , ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପ୍ରିୟ ହୋଇପାରିଥିଲେ । ତାହେଲେ ବନ୍ଧୁଗଣ ସେ ନିଜ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ଓ ଓଡିଶା ର ଘରେ ଘରେ ପରିଚିତ ହୋଇଥିଲେ । ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସମୟ ରେ ଓଡିଆ ବୋହୁ ଭାବେ ଓଡ଼ିଶା ରେ ନିଜ ଶଶୁର ଘରେ ରହୁଛନ୍ତି ।
ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ନିଜ ସ୍ବାମୀ ଙ୍କ ସହିତ ଶଶୁର ଘରେ ବେଶ୍ ଖୁସି ରେ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ଏହି ଭାଇରାଲ ଭିଡିଓ ରେ ଝିଲ୍ଲିକ ବିଜୟା ଦଶମୀ ଦିନ ମା ଦୂର୍ଗା ଙ୍କ ମଥା ରେ ଓ ଚୁଡି ରେ ସିନ୍ଦୁର ଲଗାଇ ନିଜ ମଥା ଓ ଚୁଡି ରେ ସିନ୍ଦୁର ଲଗାଇବା ସହିତ ସମସ୍ତ ଙ୍କୁ ସିନ୍ଦୁର ଲଗାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହା ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ