Breaking News

ଦେଖନ୍ତୁ ଭିଡିଓ – ନିଜ ପୁଅର ଯତ୍ନ କିପରି ନେଉଛନ୍ତି ଓ କ୍ଷୀର ପିଆଉଛନ୍ତି ଓଡିଆ ହିରୋ ବାବୁଶାନ ମହାନ୍ତି (Babushan Mohanty)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତା ମାନେ ସୋସିଆଲ ମିଡିଆ ରେ ନିଜ ବ୍ୟକ୍ତିଗତ ଜୀବନ ରେ କିଛି ଭିଡିଓ ହେଉ ବା ଫଟୋ କୁ ନେଇ ବେସ ଚର୍ଚ୍ଚା ରେ ଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ଙ୍କ ଏକ ଭିଡିଓ ବେସ ଭାଇରାଲ ହେବ ରେ ଲାଗିଛି । ତାହେଲେ ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାବୁଷାନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବାବୁଷାନ ଏମିତି ଜଣେ ଅଭିନେତା ଯିଏ ସବୁ ଚଳଚିତ୍ର ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ ମଧ୍ୟ ଦର୍ଶକ ମାନ ଙ୍କୁ ବେସ ହସାଇ ଥାନ୍ତି । ଆପଣ ମାନେ ଜାଣିଥିବେ ବାବୁଷାନ ଙ୍କ ବାପା ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ମା ହେଉଛନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାବୁଷାନ ଙ୍କ ଛୋଟ ବେଳ ର ସାଙ୍ଗ ତୃପ୍ତି ଙ୍କୁ ଭଲ ପାଇ ବିବାହ କରିଥିଲେ ଓ ବିବାହ ର କିଛି ବର୍ଷ ପରେ ମାନେ ବର୍ତ୍ତମାନ ସମୟ ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇ ସାରିଛନ୍ତି । ତେବେ ନିଜ ପୁଅ ହେବା ଖୁସି ରେ ବାବୁଷାନ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ପାର୍ଟି ଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ବାବୁଷାନ ତାଙ୍କ ପୁଅ କୁ ଖୁଆଊ ଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.