Breaking News

ଓଡିଆ ସିନେମା ଜଗତର ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା (Pradyumn Lenka) କେଉଁ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ?

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ଙ୍କୁ ଆପଣ ମାନେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ପ୍ରଦ୍ଯୁମ୍ନ ମେଡିକାଲ ର ଭର୍ତ୍ତି ହୋଇଥିବା ସମୟ ରେ ତାଙ୍କ ପାଖ ରେ ଅନେକ ଲୋକ ପ୍ରିୟ କଳାକାର ଠିଆ ହୋଇ କା-ନ୍ଦୁ ଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତାହେଲେ ଆସନ୍ତୁ ଜାଣିବା ଏହି ଖବର ଟି ପଛ ରେ କଣ ରହିଛି ସତ୍ୟାସତ୍ୟ ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ପ୍ରଦ୍ଯୁମ୍ନ ଲେଙ୍କା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ବହୁ ଗୁଡିଏ ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ତାଙ୍କ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି । ତେବେ ଚଳଚିତ୍ର ସହିତ ଧାରାବାହିକ ରେ ମଧ୍ୟ ନଜର ଆସିଥାନ୍ତି ପ୍ରଦ୍ଯୁମ୍ନ , ତାହେଲେ ଆପଣ ମାନେ ବର୍ତ୍ତମାନ ସମୟ ରେ ଏକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁ ଥିବାର ନିଶ୍ଚୟ ଦେଖୁଥିବେ ଓ ଏହି ଧାରାବାହିକ ଟି ହେଉଛି ହେ ପ୍ରଭୁ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ପେଜ ରେ ଦେଖୁଥିବେ ଯେ ପ୍ରଦ୍ଯୁମ୍ନ ମେଡିକାଲ ରେ ଭର୍ତ୍ତି ହୋଇ ବେଡ ରେ ସୋଇଥିବା ସମୟ ରେ ବହୁ ଲୋକ ପ୍ରିୟ ଅଭିନେତା ମାନେ ଠିଆ ହୋଇ କାନ୍ଦୁଛନ୍ତି । ବନ୍ଧୁଗଣ ଏହି ଫଟୋ ଟି ଦେଖା ଯାଉଥିବା ଦୃଶ୍ୟ ଟି ସତ୍ୟ ଅଟେ କିନ୍ତୁ ରିଅଲ ରେ ନୁହେଁ ରିଲ ରେ ।

ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ପ୍ରଦ୍ଯୁମ୍ନ ଙ୍କ ଆସିବାକୁ ଯାଉଛି ଏକ ଚଳଚିତ୍ର ଯାହାର ନାମ ରହିଛି ବାପା ଆଇସିଇଉ ରେ ଅଛନ୍ତି । ଏହି ଚଳଚିତ୍ର ରେ ମୁଖ୍ୟ କଳାକାର ଭାବେ ନଜର ଆସିବେ ଆପଣ ଙ୍କ ପ୍ରିୟ ଅଭିନେତା ଷାତ୍ଵିକ ଓ ଅଭିନେତ୍ରୀ ରାଧିକା । ପ୍ରଦ୍ଯୁମ୍ନ ଙ୍କୁ ଆପଣ ମାନେ ଏହି ଚଳଚିତ୍ର ରେ ବାପା ଚରିତ୍ର ନଜର ଆସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *