Breaking News

ନିଜ ବାପ ଘରେ ଭଉଣୀ ଓ ମା ଙ୍କ ସହ ମିଶି ଦୂର୍ଗା ପୂଜା କରିଲେ ଅଭିନେତ୍ରୀ ବର୍ଷା (Varsha) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ବାପ ଘରେ ଭଉଣୀ ମାନ ଙ୍କ ସହିତ ମିଶି ଶାରଦୀୟ ପବିତ୍ର ଦୂର୍ଗା ପୂଜା ପାଳନ କଲେ । ବର୍ଷା ପ୍ରିୟଦର୍ଶିନୀ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ କ୍ଵିନ ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ସଦା ସର୍ବଦା ନିଜ ଶାଶୁ ଘରେ ଦୂର୍ଗା ପୂଜା ପାଳନ କରୁଥିବାର କିନ୍ତୁ ଚଳିତ ବର୍ଷ ଦୂର୍ଗା ପୂଜା ନିଜ ବାପ ଘରେ ଭଉଣୀ ଙ୍କ ସହିତ ଦୂର୍ଗା ପୂଜା ଟି ବେସ ଧୁମଧାମ ରେ ପାଳନ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାମ ବିଜୟିନୀ ରହିଛି । ଏହି ଚଳଚିତ୍ର ଟି କୁ ଦର୍ଶକ ମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଓ ଏହା କେବେ ରିଲିଜ ହେବ ସେହି ସମୟ କୁ ଅପେକ୍ଷା କରିଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଏଠି କହି ରଖୁଛୁ ଯେ ଏହି ଚଳଚିତ୍ର ଟି ନାରୀଧର୍ମୀ ଚଳଚିତ୍ର ଅଟେ ।


ଏହି ଚଳଚିତ୍ର ରେ ଜଣେ ନାରୀ ଙ୍କୁ ଶୋଷଣ କରା ଯାଉଛି ଓ ତାର ପ୍ରତିବାଦ କୁ ନେଇ ଏହି ଚଳଚିତ୍ର ଟି ବୋଲି ଜଣା ପଡିଛି । ତେବେ ଏହି ଚଳଚିତ୍ର ରେ ବର୍ଷା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ଓ ତାଙ୍କ ସହିତ ବହୁ ସାରା ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ନଜର ଆସିବେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେ ତାଙ୍କ ବାପ ଘରେ ନିଜ ଭଉଣୀ ମାନ ଙ୍କ ସହିତ ଦୂର୍ଗା ପୂଜା ବେସ ଧୁମଧାମ ରେ କରୁଥିବା ର ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *