Breaking News

ଜୟ ହୋ NCB, Aryan ତୁମକୁ ବାପା ଶାହାରୁଖ ଖାନ ଯାହା ଦେଇ ପାରିଲା ନାହିଁ ତାହା ତୁମକୁ NCB ଦେଲା, Aryanଙ୍କୁ ନେଇ ଏମିତି କହିଲେ Ram Gopal Varma

ଦର୍ଶକ ବନ୍ଧୁ ସାହାରୁଖ ଖାନ ଙ୍କ ଠାରୁ ବଡ ସୁପର ଷ୍ଟାର ହୋଇଯାଇଛନ୍ତି ଆରିୟାନ ଖାନ , ତେବେ ଏହି ଭଳି କଥା ଟି କହିଛନ୍ତି ଫିଲ ନିର୍ଦ୍ଦେଶକ ରାମ ଗୋପାଳ ଭର୍ମା । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି କହିଛନ୍ତି ଯେ ଆରିୟାନ ଖାନ ଙ୍କୁ ସୁପର ଷ୍ଟାର କରିଦେଇଛି ଏନସିବି , ତେବେ ନିଜ ପିତା ଙ୍କ ଠାରୁ ବଡ ସୁପର ଷ୍ଟାର ହୋଇଛନ୍ତି ଆରିୟାନ ଖାନ । ତେବେ ଏନସିବି ମହାନ ଶିକ୍ଷା ଦେଇଛି ଆରିୟାନ ଖାନ ଙ୍କୁ ।

ହଁ ବନ୍ଧୁ ଏନସିବି ଓ ଜେଲ ତାଙ୍କୁ ଯେଉଁ ଭଳି ଶିକ୍ଷା ଦେଇଛି ତାହା ସାହାରୁଖ ଖାନ ତାଙ୍କ ଜୀବନ ରେ ବି ଦେଇ ପାରି ନ ଥାନ୍ତେ । ତେବେ ଆରିୟାନ ଯେବେ ବି ଜେଲ ରୁ ବାହାରିବେ ସେ ଜଣେ ସୁପର ଷ୍ଟାର ହୋଇଯିବେ ଓ ଆରିୟାନ ଙ୍କୁ ନେଇ ଚଳଚିତ୍ର କରିବା ପାଇଁ ଅନେକ ନିର୍ଦ୍ଦେଶକ ଅପେକ୍ଷା କରିଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ ସମସ୍ତ ସାହାରୁଖ ଖାନ ଙ୍କ ପ୍ରଶଂସକ ମାନେ ଏନସିବି କୁ ଧନ୍ୟବାଦ ଦିଅନ୍ତୁ କାରଣ ବର୍ତ୍ତମାନ ସମୟ ରେ ଆରିୟାନ ଙ୍କୁ ଏନସିବି ସୁପର ଡୁପର କରାଇ ଦେଇଛି ।


ତେବେ ଏହି ଭଳି କିଛି ଲେଖି ଛାଡିବା ସହିତ ଶେଷ କୁ ଜୟେ ହୋ ଏନସିବି , ତେବେ ବନ୍ଧୁଗଣ ଆରିୟାନ ଙ୍କ 3 ଥର ଶୁଣାଣୀ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବେଲ ହୋଇ ପାରିନାହିଁ , ତେବେ ଆଗାମୀ 20 ତାରିଖ ଦିନ ଶୁଣାଣୀ ହେବ ଓ ସେହି ଦିନ ସ୍ପଷ୍ଟ ଭାବେ ଜଣା ପଡିଜୀବ ଯେ ବେଲ ହେବ ନା ଆରିୟାନ ଜେଲ ରେ ଜେ-ଲ ରହିବେ । ବର୍ତ୍ତମାନ ସମୟ ରେ ଆରିୟାନ ଆର୍ଥର ରୋଡ ଜେ-ଲ ରେ ଅଛନ୍ତି ଓ ଆରିୟାନ ଙ୍କ କ-ଏ-ଦୀ ନମ୍ବର ହେଉଛି 956 ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.