ଦର୍ଶକ ବନ୍ଧୁ ସାହାରୁଖ ଖାନ ଙ୍କ ଠାରୁ ବଡ ସୁପର ଷ୍ଟାର ହୋଇଯାଇଛନ୍ତି ଆରିୟାନ ଖାନ , ତେବେ ଏହି ଭଳି କଥା ଟି କହିଛନ୍ତି ଫିଲ ନିର୍ଦ୍ଦେଶକ ରାମ ଗୋପାଳ ଭର୍ମା । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି କହିଛନ୍ତି ଯେ ଆରିୟାନ ଖାନ ଙ୍କୁ ସୁପର ଷ୍ଟାର କରିଦେଇଛି ଏନସିବି , ତେବେ ନିଜ ପିତା ଙ୍କ ଠାରୁ ବଡ ସୁପର ଷ୍ଟାର ହୋଇଛନ୍ତି ଆରିୟାନ ଖାନ । ତେବେ ଏନସିବି ମହାନ ଶିକ୍ଷା ଦେଇଛି ଆରିୟାନ ଖାନ ଙ୍କୁ ।
ହଁ ବନ୍ଧୁ ଏନସିବି ଓ ଜେଲ ତାଙ୍କୁ ଯେଉଁ ଭଳି ଶିକ୍ଷା ଦେଇଛି ତାହା ସାହାରୁଖ ଖାନ ତାଙ୍କ ଜୀବନ ରେ ବି ଦେଇ ପାରି ନ ଥାନ୍ତେ । ତେବେ ଆରିୟାନ ଯେବେ ବି ଜେଲ ରୁ ବାହାରିବେ ସେ ଜଣେ ସୁପର ଷ୍ଟାର ହୋଇଯିବେ ଓ ଆରିୟାନ ଙ୍କୁ ନେଇ ଚଳଚିତ୍ର କରିବା ପାଇଁ ଅନେକ ନିର୍ଦ୍ଦେଶକ ଅପେକ୍ଷା କରିଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ ସମସ୍ତ ସାହାରୁଖ ଖାନ ଙ୍କ ପ୍ରଶଂସକ ମାନେ ଏନସିବି କୁ ଧନ୍ୟବାଦ ଦିଅନ୍ତୁ କାରଣ ବର୍ତ୍ତମାନ ସମୟ ରେ ଆରିୟାନ ଙ୍କୁ ଏନସିବି ସୁପର ଡୁପର କରାଇ ଦେଇଛି ।
ତେବେ ଏହି ଭଳି କିଛି ଲେଖି ଛାଡିବା ସହିତ ଶେଷ କୁ ଜୟେ ହୋ ଏନସିବି , ତେବେ ବନ୍ଧୁଗଣ ଆରିୟାନ ଙ୍କ 3 ଥର ଶୁଣାଣୀ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବେଲ ହୋଇ ପାରିନାହିଁ , ତେବେ ଆଗାମୀ 20 ତାରିଖ ଦିନ ଶୁଣାଣୀ ହେବ ଓ ସେହି ଦିନ ସ୍ପଷ୍ଟ ଭାବେ ଜଣା ପଡିଜୀବ ଯେ ବେଲ ହେବ ନା ଆରିୟାନ ଜେଲ ରେ ଜେ-ଲ ରହିବେ । ବର୍ତ୍ତମାନ ସମୟ ରେ ଆରିୟାନ ଆର୍ଥର ରୋଡ ଜେ-ଲ ରେ ଅଛନ୍ତି ଓ ଆରିୟାନ ଙ୍କ କ-ଏ-ଦୀ ନମ୍ବର ହେଉଛି 956 ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ