Breaking News

Live ଭିଡିଓରେ ଆସି ତାରା ତାରିଣୀ ସିରିଏଲର ଅଭିନେତ୍ରୀ ତନୁଜା (Ranjita Panigrahi) କହିଲେ ତାଙ୍କ ହୃଦୟର କଥା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ନିଜ ଶୁଟିଙ୍ଗ ସେଟ ପାଇଁ ବହୁତ ବ୍ୟସ୍ତ ରୁହନ୍ତି ଓ ଟିକେ ସମୟ ମିଳିଲେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ଲାଇଭ ଆସି ନିଜ ପ୍ରଶଂସକ ମାନ ଙ୍କ କଥା ହୋଇଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ତରଙ୍ଗ ଟିଭି ର ଅଭିନେତ୍ରୀ ତନୁଜା ନବରାତ୍ରି ଦିନ ସୋସିଆଲ ମିଡିଆ ରେ ଲାଇଭ ଆସିଥିଲେ ଓ ସେ ତାଙ୍କ ପ୍ରଶଂସକ ମାନ ଙ୍କୁ ଏକ ବଡ କଥା କହିଥିଲେ , ତେବେ ସେ କଣ କହିଲେ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ରଞ୍ଜିତା ବା ତନୁଜା ଖୁଡୀ ୨୦୧୬ ରଜ କୁଇନି ରେ ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ହଁ ବନ୍ଧୁ ସେ ପ୍ରଥମେ ତାରା ତାରିଣୀ ରେ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା ଓ ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘରେ ଘରେ ତନୁଜା ଖୁଡୀ ନାମ ରେ ବେଶ ପରିଚିତ ଥିଲେ ଏବଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଏହି ଧାରାବାହିକ ଟି ଲୋକ ପ୍ରିୟ ହୋଇ ପାରିଥିଲା ।

ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ବନ୍ଦ ହୋଇଯାଇଛି । ଏହି ଧାରାବାହିକ ଟି ବନ୍ଦ ହୋଇଯାଇଛି ସତ କିନ୍ତୁ ଏହି ଧାରାବାହିକ ଟି ବନ୍ଦ ହବା ପୂର୍ବ ରୁ ଆଉ ଏକ ନୂଆ ଧାରାବାହିକ ସଂଯୋଗ କରା ଯାଇଛି ଯାହାର ନାମ ରଖାଯାଇଛି ତାରିଣୀ ଆଖିରେ ତାରା ଓ ଏହି ଧାରାବାହିକ ରେ ମଧ୍ୟ ତନୁଜା ଖୁଡୀ , ମା ଚରିତ୍ର ରେ ନଜର ଆସିଛନ୍ତି ।


ତେବେ ବନ୍ଧୁଗଣ ନବରାତ୍ରି ଦିନ ସୋସିଆଲ ମିଡିଆ ତନୁଜା ଲାଇଭ ଆସି ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ଯେ ତରଂଗ ଟିଭି ରେ ମହିଷାମର୍ଦ୍ଧିନ ଏକ ଧାରାବାହିକ ଟି ଦଶହରା ଦିନ ପ୍ରସାରିତ ହେବ ଓ ଏହାକୁ ସମସ୍ତେ ଦେଖିବା ପାଇଁ ତନୁଜା କହିଥିଲେ ଓ ସେ ଆହୁରି କହିଥିଲେ ଯେ ଏହି ଧାରାବାହିକ ଟି ରେ ସୁମନ ମା ଙ୍କ ଚରିତ୍ର ରେ ନଜର ଆସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *