Breaking News

Live ଭିଡିଓରେ ଆସି ତାରା ତାରିଣୀ ସିରିଏଲର ଅଭିନେତ୍ରୀ ତନୁଜା (Ranjita Panigrahi) କହିଲେ ତାଙ୍କ ହୃଦୟର କଥା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ନିଜ ଶୁଟିଙ୍ଗ ସେଟ ପାଇଁ ବହୁତ ବ୍ୟସ୍ତ ରୁହନ୍ତି ଓ ଟିକେ ସମୟ ମିଳିଲେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ଲାଇଭ ଆସି ନିଜ ପ୍ରଶଂସକ ମାନ ଙ୍କ କଥା ହୋଇଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ତରଙ୍ଗ ଟିଭି ର ଅଭିନେତ୍ରୀ ତନୁଜା ନବରାତ୍ରି ଦିନ ସୋସିଆଲ ମିଡିଆ ରେ ଲାଇଭ ଆସିଥିଲେ ଓ ସେ ତାଙ୍କ ପ୍ରଶଂସକ ମାନ ଙ୍କୁ ଏକ ବଡ କଥା କହିଥିଲେ , ତେବେ ସେ କଣ କହିଲେ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ରଞ୍ଜିତା ବା ତନୁଜା ଖୁଡୀ ୨୦୧୬ ରଜ କୁଇନି ରେ ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ହଁ ବନ୍ଧୁ ସେ ପ୍ରଥମେ ତାରା ତାରିଣୀ ରେ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା ଓ ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘରେ ଘରେ ତନୁଜା ଖୁଡୀ ନାମ ରେ ବେଶ ପରିଚିତ ଥିଲେ ଏବଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଏହି ଧାରାବାହିକ ଟି ଲୋକ ପ୍ରିୟ ହୋଇ ପାରିଥିଲା ।

ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ବନ୍ଦ ହୋଇଯାଇଛି । ଏହି ଧାରାବାହିକ ଟି ବନ୍ଦ ହୋଇଯାଇଛି ସତ କିନ୍ତୁ ଏହି ଧାରାବାହିକ ଟି ବନ୍ଦ ହବା ପୂର୍ବ ରୁ ଆଉ ଏକ ନୂଆ ଧାରାବାହିକ ସଂଯୋଗ କରା ଯାଇଛି ଯାହାର ନାମ ରଖାଯାଇଛି ତାରିଣୀ ଆଖିରେ ତାରା ଓ ଏହି ଧାରାବାହିକ ରେ ମଧ୍ୟ ତନୁଜା ଖୁଡୀ , ମା ଚରିତ୍ର ରେ ନଜର ଆସିଛନ୍ତି ।


ତେବେ ବନ୍ଧୁଗଣ ନବରାତ୍ରି ଦିନ ସୋସିଆଲ ମିଡିଆ ତନୁଜା ଲାଇଭ ଆସି ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ଯେ ତରଂଗ ଟିଭି ରେ ମହିଷାମର୍ଦ୍ଧିନ ଏକ ଧାରାବାହିକ ଟି ଦଶହରା ଦିନ ପ୍ରସାରିତ ହେବ ଓ ଏହାକୁ ସମସ୍ତେ ଦେଖିବା ପାଇଁ ତନୁଜା କହିଥିଲେ ଓ ସେ ଆହୁରି କହିଥିଲେ ଯେ ଏହି ଧାରାବାହିକ ଟି ରେ ସୁମନ ମା ଙ୍କ ଚରିତ୍ର ରେ ନଜର ଆସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *