ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ରାଜେସ ଶ୍ରଦ୍ଧା ଙ୍କ ଠାରୁ ବର୍ତ୍ତମାନ ସମୟ ରେ ଅଲଗା ହେବା ପରେ ବର୍ତ୍ତମାନ ସମୟ ରେ ନିଜ ନୂଆ ଗାର୍ଲଫ୍ରେଣ୍ଡ ଙ୍କ ସହିତ କେମିତି ସମୟ ଅତିବାହିତ କରୁଛନ୍ତି , ତେବେ ଏହି ଭଳି କିଛି ଖବର ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବ ରେ ଲାଗିଛି , ତାହେଲେ ଆଜି ଏହି ଖବର ବିଷୟ ରେ କଣ ରହିଛି ରହସ୍ୟ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ରାଜେସ ଓ ଶ୍ରଦ୍ଧା ଙ୍କ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଯୋଡି ଭାବେ ବେସ ପରିଚିତ । ଏହି ଦୁଇ ଯୋଡି ଗତ ବର୍ଷ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ଥିଲେ ଓ ସେମାନ ଙ୍କ ନିର୍ବନ୍ଧ ମଧ୍ୟ ସରି ଯାଇଥିଲା କିନ୍ତୁ କୌଣସି କାରଣ ରୁ ସେମାନ ଙ୍କ ମଧ୍ୟ ରେ ଝ-ଗ-ଡା ହୋଇଥିଲା ଓ ଏହା ଫଳ ରେ ଉଭୟ ଅଲଗା ହୋଇଯାଇଥିଲେ ।
ତେବେ ଶ୍ରଦ୍ଧା ଙ୍କ ଠାରୁ ଅଲଗା ହେବା ପରେ ରାଜେସ ଏକ ରିଆଲିଟି ସୋ ରେ କହିଥିଲେ ଯେ ସେ ବର୍ତ୍ତମାନ ସମୟ ରେ ସେ ଆଉ ଜଣେ ଅଭିନେତ୍ରୀ ଙ୍କ ରିଲେସନ ରେ ଅଛନ୍ତି କିନ୍ତୁ ସେହି ଅଭିନେତ୍ରୀ ଙ୍କ ନାମ କହି ନଥିଲେ , ତେବେ ଏହି କଥା ଶ୍ରଦ୍ଧା ଲାଇଭ ଆସି ଅଲଗା ହୋଇଯାଇଛନ୍ତି ବୋଲି ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ।
ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଜେସ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ରେ ସେ ରିୟା ସହ ନଜର ଆସିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଜେସ ଲୁମରାଇନା ଙ୍କ ଙ୍କ ଫଟୋ ଶୁଟ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହାକୁ ଦେଖିବା ପରେ ସମସ୍ତେ ଭାବଛନ୍ତି ଯେ ରାଜେସ ଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ବର୍ଷା , ତେବେ ଏହା ପଛ ରେ କଣ ରହିଛି ସତ୍ୟତା ତାହା ବର୍ତ୍ତମାନ ସମୟ ରେ ଜଣା ପଡି ନହିଁ ॥ ଏବେ ରାଜେଶ ଲୁମରାଇନାଙ୍କ ସହ ଅନେକ ଆଲବମ କରୁଛନ୍ତି । ସେଥି ପାଇଁ ଫ୍ୟାନ ମାନେ ଏମିତି ଭାବୁଛନ୍ତି କିନ୍ତୁ ଏହା ପଛରେ କଣ ରହିଛି ସତ ତାହା ଆଗାମୀ ଦିନରେ ଜଣା ପଡିବ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ