Breaking News

ଓଡିଶାର ଏହି ଲୋକପ୍ରିୟ ଶିଶୁ କଳାକାର ମାନେ ବର୍ତ୍ତମାନ କରୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଶିଶୁ କଳାକାର ମାନେ ଅଛନ୍ତି , ତେବେ ସେହି ଛୋଟ କଳାକାର ପିଲା ମାନ ଙ୍କ ବିଷୟ ରେ ଜାଣିବା । ଆସନ୍ତୁ ଜାଣିବା

ତାରିଣୀ – ତେବେ ବନ୍ଧୁଗଣ ଆପଣ ମାନେ ଏହି କୁନି ଅଭିନେତା ଙ୍କୁ ତାରା ତାରିଣୀ ରେ ଜବରଦସ୍ତ ଅଭିନୟ କରି ଥିବା ର ନିଶ୍ଚୟ ଦେଖିଥିବେ । ତାରିଣୀ ଙ୍କ ପ୍ରକୃତ ନାମ ହେଉଛି ଆଏସା ସାମନ୍ତ ଓ ତାଙ୍କୁ ବର୍ତ୍ତମାନ ସମୟ ରେ 9 ବର୍ଷ ଓ ସେ ଚତୁର୍ଥ ଶ୍ରେଣୀ ରେ ପାଠ ପଢୁଛନ୍ତି ।

ବୀର – ତାହେଲେ ଆପଣ ମାନେ ବୀର ଙ୍କୁ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ , ତେବେ ବର୍ତ୍ତମାନ ସମୟ ରେ ବୀର ଅଭିନୟ ଜଗତ ରୁ ଦୂରେଇ ଯାଇଛନ୍ତି ଓ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଛନ୍ତି ॥


ମାନି – ମାନିନୀ ଧାରାବାହିକ ରେ ଅଭିନୟ କରୁଥିବା ମାନି ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ସେ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ତାହେଲେ ମାନି ବର୍ତ୍ତମାନ ସମୟ ରେ ତାଙ୍କ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।


ରାନୀ – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଆପଣ ପୂର୍ବ ଧାରାବାହିକ ରାନୀ ରେ ନିଶ୍ଚୟ ଦେଖିଥିବେ , ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ 15 ବର୍ଷ ବୟସ ଓ ସେ ଦଶମ ଶ୍ରେଣୀ ରେ ପାଠ ପଢୁଛନ୍ତି ।


ପ୍ରସିଦ୍ଧି – ତେବେ ଏହି ଶିଶୁ କଳାକାର ଙ୍କୁ ଆପଣ ବହୁ ସାରା ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ , ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ 11 ବର୍ଷ ହୋଇଛି ଓ ସେ ଷଷ୍ଠ ଶ୍ରେଣୀ ପାଠ ପଢୁଛନ୍ତି ।

ଲାଡ୍ଲୀ – ଏହି ଶିଶୁ କଳାକାର ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ସେ 1000 ଶିଶୁ କଳାକାର ମାନ ମଧ୍ୟ ରୁ ସିଲେକ୍ଟ ହୋଇଥିଲେ ଧାରାବାହିକ ରେ ଅଭିନୟ କରିବା ପାଇଁ । ବର୍ତ୍ତମାନ ତାଙ୍କୁ 10 ବର୍ଷ ହୋଇଛି ।

ନେହା – ତାହେଲେ ଆପଣ ମାନେ ନିଶ୍ଚୟ ନେହା ଙ୍କୁ ତାରା ତାରିଣୀ ରେ ନିଶ୍ଚୟ ଦେଖିଥିବେ ଅଭିନୟ କରି ଥିବାର , ତେବେ ବର୍ତ୍ତମାନ ସମୟ ରେ ସେ ଯୁକ୍ତ୨ ରେ ପାଠ ପଢୁଛନ୍ତି ତାଙ୍କୁ ମାତ୍ର ୧୬ ବର୍ଷ ବୟସ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.