Breaking News

ରାଜ୍ୟ ସରକାର ନେଲେ ବଡ ନିଷ୍ପତି ପୂଜା ପରେ ଖୋଲିବ ଅଷ୍ଟମ ଓ ଦ୍ଵାଦଶ ଶ୍ରେଣୀ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଦଶହରା ପରେ ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ , ହଁ ବନ୍ଧୁ ପୂଜା ଛୁଟି ପରେ ଅଷ୍ଟମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନେ ସ୍କୁଲ ଆସିବେ ପାଠ ପଢିବେ ଠିକ ସେହିଭଳି ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନେ କଲେଜ ଆସି କ୍ଳାସ କରିବେ । ତେବେ ଏ ନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷା ବିଭାଗ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ନବମ ଓ ଦ୍ଵାଦଶ ଶ୍ରେଣୀ ପିଲା ଙ୍କ ଅଫଲାଇନ ପାଠ ପଢା ଚାଲିଛି , ତେବେ କରୋନା କାରଣ ରୁ ସରକାର ଅନଲାଇନ ପାଠ ପଢା କାର୍ଯ୍ୟ ଆରମ୍ଭ କରିଥିଲେ ଓ ତାହା କିଛି ମାତ୍ର କେ ସଫଳ ହୋଇଥିଲା କାରଣ ବହୁ ଛାତ୍ର ଓ ଛାତ୍ରୀ ମାନେ ଅର୍ଥ ଅଭାବ ରୁ ଅନଲାଇନ କ୍ଳାସ କରି ପାରି ନଥିଲେ ।

ତେବେ ସରକାର ଏହା କୁ ଦ୍ରୁଷ୍ଟି ରେ ରାଖୀ ପ୍ରଥମ ପର୍ଯ୍ୟାୟ ରେ ନବମ ଓ ଦ୍ଵାଦଶ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ଓ ତାହା ମଧ୍ୟ ହୋଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ କରୋନା ସଂକ୍ରମଣ କମିବା ରୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଏହା ପରେ ସମସ୍ତ ଶ୍ରେଣୀ ଧୀରେ ଧୀରେ ଖୋଲିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *