Breaking News

ବୈଜ୍ଞାନିକ ମାନେ କରିଲେ ବଡ ଭବିଷ୍ୟବାଣୀ ୨୦୫୦ ବେଳକୁ ବୁଡିଯିବ ଉପକୂଳ ଓଡିଶା, ଏହି ସବୁ ଜିଲ୍ଲା ପ୍ରଭାବିତ ହେବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଯେ ବୁଡିଯିବ ସମୁଦ୍ର କୁଳ ଉପକୂଳ ଓ ଏହା ଫଳ ରେ 30 କୋଟି ଲୋକ ପ୍ରଭାବିତ ହେବେ । ହଁ ବନ୍ଧୁ ବଦଲୁଛି ଜଳବାଯୁ ସନ୍ତୁଳନ କରାଉଛି ପରିବେଶ ଓ କୁଳ ଲଙ୍ଘୁଛି ସମୁଦ୍ର ଓ ଜଳ ପତ୍ତନ ବଢୁଛି । ବିଶ୍ଵ ର ଉପକୂଳ ସ୍ଥାନ କୁ ଡ-ରା-ଉ-ଛି ଉପକୂଳ ,30 ବର୍ଷ ପରେ ଆସିବା ଜଳ ପ୍ରଳୟ । 2050 ମଧ୍ୟ ରେ ବୁଡିଯିବ ବିଭିନ୍ନ ଦେଶ ର ଉପକୂଳ । ବୁଡିଯିବ ବହୁ ପ୍ରକଳ୍ପ ଓ ସହର ।


ତେବେ ଏହିଭଳି ଆକଳନ କରିଛି ଜଳବାୟୁ ବିଜ୍ଞାନ ଉପରେ କାମ କରୁଥିବା କ୍ଲାଏମେଟ ସେଣ୍ଟ୍ରାଲ , ତେବେ କ୍ଲାଏମେଟ ରିପୋର୍ଟ ରେ ଉଲ୍ଲେଖ ହୋଇଛି ଯେ 2050 ସୁଦ୍ଧା 30 କୋଟି ଲୋକ ପ୍ରଭାବିତ ହେବେ । ତେବେ ପୂର୍ବ ରୁ 8 କୋଟି ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଏହା 3 ଗୁଣ ହୋଇଯାଇଛି । ତେବେ 6 ଟି ଦେଶ ବେସୀ ପ୍ରଭାବିତ ହେବେ ଓ ଏହି ଦେଶ ଗୁଡିକ ହେଲା ଚୀନ,ବାଂଲାଦେଶ,ଭାରତ , ଭିଏତନାମ ,ଇଣ୍ଡୋନେସିଆ ,ଥାଇଲାଣ୍ଡ ମାନ ଙ୍କ ଉପକୂଳ କୁ ବୁଡାଇ ଦେବ ସମୁଦ୍ର ।

ତେବେ ଚୀନ ର 9 କୋଟି 30 ଲକ୍ଷ , ବାଂଲାଦେଶ 4 କୋଟି 20 ଲକ୍ଷ , ଭାରତ ର 3 କୋଟି 60 ଲକ୍ଷ ଲୋକ ମାନେ ପ୍ରଭାବିତ ହେବେ । ତେବେ ଠିକ ସେହିପରି ଭିଏତନାମ ର 3 କୋଟି 10 ଲକ୍ଷ , ଇଣ୍ଡୋନେସିଆ ରେ 2 କୋଟି 30 ଲକ୍ଷ ଓ ଥାଇଲାଣ୍ଡ ରେ 1 କୋଟି 10 ଲକ୍ଷ ଲୋକ ମାନେ ପ୍ରଭାବିତ ହେବେ ଓ ଏହି 6 ଟି ଦେଶ ର ଉପକୂଳ ର 75 ପ୍ରତିଶତ ସମୁଦ୍ର ଗର୍ଭ ରେ ଲୀନ ହୋଇଯିବେ ।

ତେବେ ଭାରତ ଉପକୂଳ ଓଡିଶା ରାଜ୍ୟ ଉପକୂଳ ଚିଲିକା,କୋଣାର୍କ,ସାତପଡା , ବ୍ରହ୍ମଗିରି , କାକଟପୁର,ପାରାଦ୍ଵୀପ,କେନ୍ଦ୍ରପଡା ,ପଟ୍ଟାମୁଣ୍ଡାଇ,ଆଲି ,ଚାନ୍ଦବାଲି, ବାସୁଦେବ ପୁର , ଚାନ୍ଦିପୁର ବାଲିଆପାଳ ଉପକୂଳ କୁ ବୁଡାଇ ଦେବ ସମୁଦ୍ର କୁଳ । ତେବେ ତାପମାତ୍ରା ବୃଦ୍ଧି ଯୋଗୁ ଏହିଭଳି ସଙ୍କଟ ଉପୁଜିବ , ତେବେ ଆସନ୍ତା 2040 ସୁଦ୍ଧା ତାପମାତ୍ରା 1.5 ଡିଗ୍ରୀ ସେଲସିୟସ ବଢିବ ଓ ଅନ୍ୟପଟେ ଏକବିଂଶ ଶତାଦ୍ଦୀ ରେ ସମୁଦ୍ର ର ଜଳ ପତ୍ତନ 2 ରୁ 7 ଫୁଟ କିମ୍ବା ତା ଠାରୁଅଧିକ ବଢିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *