Breaking News

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମାମଲାରେ ହେଲା ଚାଞ୍ଚଲ୍ୟକର ଖୁଲାସା, ମନୀଷ ମୃ-ତ ଶ-ରୀ-ର କୁ ପୋଖରୀ ଭିତରକୁ ଫିଙ୍ଗୁଥିବାର ଭିଡିଡ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମନୀଷ ଙ୍କ ମୃ-ତ୍ୟୁ କୁ ନେଇ ଆସି ଯାଇଛି ଏକ ବଡ ଖବର ଯେ ମନୀଷ ଙ୍କୁ ମା-ରି ପାତ୍ରପଡାସ୍ଥିତ ପୋଖରି ଫିଙ୍ଗୁ ଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ଦେଖିବାକୁ ମିଳିଛି , ହଁ ବନ୍ଧୁ ସିସିଟିଭି ରେ ଚେକ ପରେ ଏହି ଦୃଶ୍ୟ ଟି ସାମ୍ନା କୁ ଆସିଛି ଓ ଏହି ଭିଡିଓ ରେ କିଛି ଯୁବକ ମନୀଷ ଙ୍କୁ ଫିଙ୍ଗୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।


ଯାହା ସୂଚନା ମିଳିଛି ଏହି କାଣ୍ଡ ମନୀଷ ଙ୍କ ସାଙ୍ଗ ମାନେ କରିଛନ୍ତି , ତେବେ ପ୍ରମାଣ ନଷ୍ଟ କରି ଦେବା ପାଇଁ ସେମାନେ ମନୀଷ ଙ୍କୁ ପୋଖରୀ କୁ ପକାଇ ଦେଇଥିଲେ । ବନ୍ଧୁଗଣ ଘଟଣା ଟି କେବଳ ବିଲ ପେମେଣ୍ଟ ପାଇଁ ଘଟିଛି । ହଁ ବନ୍ଧୁ ଘଟଣା ଦିନ ହୋଟେଲ ବାର ରେ 35 ହଜାର ଟଙ୍କା ବିଲ ହୋଇଥିଲା ଓ ତେବେ ଟଙ୍କା କିଏ ଦେବ ବୋଲି ମନୀଷ ଙ୍କ ସାଙ୍ଗ ମାନ ଙ୍କ ମଧ୍ୟ ରେ ପା-ଟି-ତୁ-ଣ୍ଡ ହୋଇଥିଲା । ତେବେ ପା-ଟି-ତୁ-ଣ୍ଡ କରି ପଇସା ନ ଦେବା ରୁ ବାର ମାଲିକ ମନୀଷ ଙ୍କ ମୋବାଇଲ କୁ ବ-ନ୍ଧ-କ ରେ ରଖିଲା ।

ତେବେ ମନୀଷ ଘର କୁ ଆସି ଟଙ୍କା ଦେଇ ମୋବାଇଲ ଆଣିଥିଲେ , ମନୀଷ ଙ୍କୁ ବହୁତ ଖରାପ ଲାଗିଥିଲା କାରଣ ସାଙ୍ଗ ସାଥି ମାନେ ପଇସା ଦେବା କୁ ଝ-ଗ-ଡା ହେବା ଓ ଅନ୍ୟପଟରେ ପଇସା ନ ଦେବା ରୁ ବାର ମାଲିକ ମୋବାଇଲ ନେଇଯିବା । ତେବେ ମନୀଷ ପଇସା ଦେଇ ମୋବାଇଲ ଆଣିବା ପରେ ବାର ବାହାରେ ମନୀଷ ଙ୍କ ସହ ସାଙ୍ଗ ମାନେ ପା-ଟି-ତୁ-ଣ୍ଡ ହେବା ସହ ମୁହାଁମୁହିଁ ହୋଇଥିଲେ ଓ ଏହା ଫଳ ରେ ସଙ୍ଘବଦ୍ଧ ଆ-କ୍ର-ମ-ଣ ରେ ମନୀଷ ଙ୍କ ମୃ-ତ୍ୟୁ ହୋଇଥିଲା ଓ ତେବେ ମନୀଷ ମୃ-ତ୍ ଶ-ରୀ-ର କୁ ପୋଖରୀ ରେ ପକାଇଦେଇଥିଲେ । ତେବେ ବର୍ତ୍ତମାନ ସେହି ଦୃଶ୍ୟ ଟି ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.