Breaking News

ଦୂର୍ଗା ପୂଜା ଓଡିଆ ହିରୋଇନ ଅର୍ଚ୍ଚିତା (Archita) ଫ୍ୟାନ ମାନଙ୍କ ପାଇଁ ଦେଲେ ଏକ ବଡ ଉପହାର! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତା ଓ ଅଭିନେତ୍ରୀ ମାନେ ବ୍ୟକ୍ତି ଜୀବନ ରେ ଯାହା ବି କିଛି କାର୍ଯ୍ୟ କରିଥାନ୍ତି ତାହା ସୋସିଆଲ ମିଡିଆ ରେ ପୋଷ୍ଟ କରିଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ସବ୍ୟସଚି ଓ ଅର୍ଚ୍ଚିତା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ସବ୍ୟସଚି ଓ ଅର୍ଚ୍ଚିତା , ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବା ପରେ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ । ଏହି ଦୁଇ ଯୋଡି ନିଜ ଜବରଦସ୍ତ ଅଭିନୟ ଫଳ ରେ ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ତା ଠାରୁ ଅଧିକ ଲୋକ ପ୍ରିୟ ରିଅଲ ଲାଇଫ ରେ ହୋଇଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ସବ୍ୟସଚି ଙ୍କ ଅବଦାନ କେତେ ଗୁରୁତ୍ଵ ପୂର୍ଣ୍ଣ ଥିଲା , ତେବେ ସବୁ କ୍ଷେତ୍ର ରେ ସବ୍ୟସଚି ଙ୍କୁ ଅର୍ଚ୍ଚିତା ସହଯୋଗ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ସବ୍ୟସଚି ଓ ଅର୍ଚ୍ଚିତା ନିଜ ଘରେ ମା ଦୂର୍ଗା ଙ୍କ ପୂଜା ନିଜ ଘରେ ବେସ ଧୁମଧାମ ରେ ପାଳନ କରୁଥିବାର ନଜର ଆସିଛନ୍ତି ଓ ଏହି ଉତ୍ସବ ରେ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *