Breaking News

Hara Patanaik ଙ୍କ ଜନ୍ମ ଦିନରେ ସବ୍ୟସାଚୀ (Sabyasachi) ତାଙ୍କ ବିଷୟରେ ନିଜ ମନର କଥା କହିଲେ

ଦର୍ଶକ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ବହୁ ଅଭିନେତା ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ୍ ସମୟ ରେ ଆମ ଗହଣ ରେ ଉପସ୍ଥିତ ନଥିଲେ ମଧ୍ୟ ସେ ବେସ ଲୋକ ପ୍ରିୟ ଭାବେ ବେସ ପରିଚିତ । ତେବେ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ସୁପର ଷ୍ଟାର ସ୍ଵର୍ଗତ ହର ପଟ୍ଟନାୟକ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଅଭିନେତା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ତେବେ ସେ ଜଣେ ଭଲ ଅଭିନେତା ସହ ଭଲ ନିର୍ଦ୍ଦେଶକ ବି ମଧ୍ୟ ।

ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ମହାନ କଳାକାର ଥିଲେ ହର ପଟ୍ଟନାୟକ , ଯିଏ କି ଓଡିଆ ଇଣ୍ଡଷ୍ଟ୍ରି କୁ ନିଜ ଅଭିନୟ ମାଧ୍ୟମ ରେ ବହୁତ ଆଗ କୁ ନେଇ ପରିଛନ୍ତି । ଏହି ଅଭିନେତା ଜଣକ ପ୍ରଥମେ “ସହରି ବାଘ “ ରେ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଥାପି ଥିଲେ ଓ ତାଙ୍କର ପ୍ରଥମ ନିର୍ଦ୍ଦେଶନା ଚଳଚିତ୍ର ଟି ହେଉଛି “ଦଇବ ଦଉଡି “ । ସବୁଠାରୁ ବଡ କଥା ହେଲା ଯେ ତାଙ୍କ ପ୍ରଥମ ଧାରାବାହିକ ଟି ହେଉଛି ମୋ ଜେଜେମା । ଏହି ଅଭିନେତା ଜଣକ ସବୁଥିରେ ନିପୁଣ ଥିଲେ କିନ୍ତୁ ଦୁଃଖ ର କଥା ଯେ 2015 ମସିହା ରେ ସେ ଆମ ସମସ୍ତ ଙ୍କୁ ଛାଡି ଚାଲିଗଲେ । ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ ଦେଖିଲେ ମାନେ ପଡିଥାନ୍ତି ହର ।


ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ହର ଭାଇ ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଉପଲକ୍ଷେ ତାଙ୍କ ଶିଷ୍ୟ ଯିଏ କି ଆମ ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ସବ୍ୟସଚି ତାଙ୍କର ଏକ ଫଟୋ କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିବା ସହିତ ଲେଖିଥିଲେ ହାପି ବାର୍ଥ ଡେ ହର ଭାଇ । ତେବେ ବନ୍ଧୁଗଣ ସବ୍ୟସଚି ଙ୍କ ପ୍ରଥମ ଚଳଚିତ୍ର ପାଗଳ ପ୍ରେମୀ ଦିନ ଠାରୁ ହର ଭାଇ ଙ୍କୁ ସେ ଜାଣିଥିଲେ ।

ତାହେଲେ ବନ୍ଧୁଗଣ ହର ଭାଇ ଙ୍କ ଶେଷ ନିର୍ଦ୍ଦେଶନା ଦେଇଥିବା ଚଳଚିତ୍ର ଟି ହେଉଛି ଓମ ସାଇ ରାମ । ତେବେ ଏହି ଚଳଚିତ୍ର ରେ ସବ୍ୟସଚି ଓ ହର ପଟ୍ଟନାୟକ ଙ୍କ ସେସ ଦେଖା ହୋଇଥିଲା । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ହର ଭାଇ ଆମ ପାଖ ରେ ନଥିଲେ ମଧ୍ୟ ସେ ଛାଡି ଦେଇଥିବା ଅଭିନୟ ଓ ତାଙ୍କ ଫେମସ ଫେମସ ଡାଇଲାଗ ସେହି ଭଳି ଲୋକ ପ୍ରିୟ ହୋଇ ରହିଥିବ ॥

 

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *