Breaking News

ସରକାର ନେବାକୁ ଯାଉଛନ୍ତି ବଡ ନିଷ୍ପତି, ଏଥର ଜିନ୍ସ ପିନ୍ଧି ଶ୍ରୀମନ୍ଦିର ଯାଇ ପାରିବେ ନାହିଁ, ଲାଗୁ ହେବ ସ୍ଵତନ୍ତ୍ର ଡ୍ରେସ କୋଡ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯାଇଛି ଶ୍ରୀମନ୍ଦିର କୁ ଆସୁଥିବା ଭକ୍ତ ମାନେ ଙ୍କୁ ନେଇ , ହଁ ବନ୍ଧୁ ଏଣିକି ଶ୍ରୀମନ୍ଦିର ଆସୁଥିବା ଭକ୍ତ ଙ୍କ ପାଇଁ ହୋଇପାରେ ଡ୍ରେସ କୋର୍ଡ । ତେବେ ସେଥିପାଇଁ ବର୍ତ୍ତମାନ ସମୟ ରେ ଆଲୋଚନା ଜାରି ରହିଛି । ତେବେ ବନ୍ଧୁଗଣ ଯେଉଁ ଭଳି ବାବା ତିରୁପତି ମନ୍ଦିର ରେ ରହିଛି ଡ୍ରେସ କୋର୍ଡ ର ସ୍ଵତନ୍ତ୍ର ବ୍ୟବସ୍ଥା ଠିକ ସେହିଭଳି ତିରୁପତି ଙ୍କ ଭଳି ପୁରୀ ରେ ରହିବ ଡ୍ରେସ କୋର୍ଡ ସୁବିଧା ।

ତେବେ ଯାହା ସୂଚନା ମିଳିଛି ଯେ ପ୍ରଥମ ପର୍ଯ୍ୟାୟ ରେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକ କର୍ମଚାରୀ ପିନ୍ଧିବେ ଡ୍ରେସ କୋର୍ଡ । ତେବେ ଏହା ଆମ ମନ୍ଦିର ର ସଂସ୍କୃତି ଓ ପରମ୍ପରା କୁ ଦ୍ରୁଷ୍ଟି ରେ ରାଖୀ ଏହ ଭଳି ନିଷ୍ପତ୍ତି ନିଆ ଯାଇଛି । ତେବେ ପରବର୍ତ୍ତୀ ସମୟ ରେ ଭକ୍ତ ମାନେ ,ଆଢ୍ୟ ଏହି ଡ୍ରେସ କୋର୍ଡ ପିନ୍ଧିକି ଯିବେ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଯେଉଁ ଭଳି ଭାବେ ଯୁବ ପିଢୀ ମାନେ ଜିନ ପେଣ୍ଟ ସାର୍ଟ ପିନ୍ଧି ଠାକୁର ଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି ତାହା ଆମ ପାଇଁ ଏକ ନିନ୍ଦନୀୟ କଥା । ତେବେ ସରକାର ଏହି ନିଷ୍ପତ୍ତି ବହୁତ ଭଲ ପଦକ୍ଷେପ ଓ ଏହା କଷ୍ଟକର ହୋଇଥିଲେ ମଧ୍ୟ ଉଚିତ ପଦକ୍ଷେପ ଆମ ସଂସ୍କୃତି ଓ ପରମ୍ପରା ପାଇଁ , ତେବେ ଏହି ନୂଆ ନିଆୟାମ କୁ ବହୁ ଭକ୍ତ ମାନେ ଉଚିତ ନିର୍ଣ୍ଣୟ ବୋଲି କହିଥିବା ସମୟ ରେ କିଛି ଭକ୍ତ ମାନେ ଏହାକୁ ଉଚିତ ନୁହେଁ ବୋଲି କହିଛନ୍ତି । ତେବେ ଆପଣ ଙ୍କ ପାଇଁ ଏହି ନିୟମ ଟି ଉଚିତ ଲହୁଛି କି ନହିଁ କୁହନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.