Breaking News

ହେଲା ବଡ ଭବିଷ୍ୟବାଣୀ- ଏହି ବର୍ଷ ଧ୍ଵଂ-ସ ହୋଇଯିବ ପୃଥିବୀ, ଓ ଘଟିବ ଏହି ସବୁ ବଡ ବଡ ଘଟଣା

ଧ୍ଵଂ-ସ ହୋଇଯିବ ବିଶ୍ଵ , ତୃତୀୟ ଯୁ-ଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି ଓ ଧ୍ଵଂ-ସ ଲୀଳା କରିବେ ଉଲ୍କା ପିଣ୍ଡ ମହାମାରୀ ରେ ମରିଯେବେ ବିଶ୍ଵବାସୀ । ମାଡି ଆସୁଛି ବଡ ପ୍ରକୃତିକ ବି-ପ-ର୍ଯ-ୟ ବନ୍ୟା ,ବାତ୍ୟା,ଭୂମି କମ୍ପ । ତେବେ ବନ୍ଧୁଗଣ ଏମିତି କିଛି ଆକଳନ କରିଛନ୍ତି ଫ୍ରାନ୍ସ ର ଜ୍ୟୋର୍ତିବିଦ । ତେବେ ଚଳିତ ବର୍ଷ ବିଶ୍ଵ ରେ ହିଂ-ସା ବଢିବା ର ଆଶଙ୍କା ରହିଛି ଏହା ସହିତ ଦେଶ ଦେଶ ଭିତରେ ଅବିଶ୍ଵାସ ଆସିବ ।

ଏହା ମାନବ ସମାଜ ର କ୍ଷତି ପହଞ୍ଚାଇବ , ତାହେଲେ ବନ୍ଧୁଗଣ ଏହି ଜ୍ୟୋର୍ତିବିଦ ଜଣକ ହେଉଛନ୍ତି ନୋଷ୍ଟାଡ୍ରମ । ତେବେ ସେ ତାଙ୍କ ପୁସ୍ତକ ରେ ଆଉ କଣ ଲେଖିଛନ୍ତି ଆସନ୍ତୁ ଜାଣିବା । ତେବେ ଆଗକୁ ହେବା କୁ ଯାଉଛି ତୃତୀୟ ବି-ଶ୍ଵ-ଯୁ-ଦ୍ଧ ଓ ଏହା ଫଳ ରେ ସମଗ୍ର ବିଶ୍ଵ ଧ୍ଵଂ-ସ ହୋଇପାରେ । ତେବେ ଜଣେ ବ୍ୟକ୍ତି ବୁଡା ଜାହାଜ ସାହାର୍ଯ୍ୟ ରେ ଜଣେ ଯୋଦ୍ଧା ଅ-ସ୍ତ୍ର-ଶ-ସ୍ତ୍ର ଧରି ଇଟାଲୀ ତଟ ରେ ପହଞ୍ଚିବ ଓ ଏହା ପରେ ଆରମ୍ଭ ହୋଇଯିବ ତୃତୀୟ ବି-ଶ୍ଵ-ଯୁ-ଦ୍ଧ ।

ତେବେ ଏସିଆ କୁ ଧ୍ଵଂ-ସ କରିବ ଚୀନ ର ରାସାୟନିକ ଶକ୍ତି , ତେବେ ଚାଇନା ର ଆକ୍ରମଣ ଭାରତ ପାଇଁ ମୃତ୍ୟୁ କାରଣ ହେବ ବୋଲି ଏହି ଜ୍ୟୋର୍ତିବିଦ ଉଲ୍ଲେଖ କରିଛନ୍ତି , ତେବେ ଖାଲି ସେତିକି ନୁହେଁ ବନ୍ଧୁ ଉଲ୍କା ମଧ୍ୟ ସାରା ବିଶ୍ଵ ଧ୍ଵଂ-ସ ଲୀଳା ରଚିବ । ତେବେ ତୃତୀୟ ବିଶ୍ଵ ଯୁଦ୍ଧ ସମୟ ର ଆକାଶ ରୁ ଉଲ୍କା ପିଣ୍ଡ ପଡିବ ଯାହାକି ଭାରତ ର ମହାସାଗର ରେ ନି-ଆଁ ଝଡ ସୃଷ୍ଟି କରିବ ।

ଏହା ଦ୍ଵାରା ବିଶ୍ଵ ର କିଛି ରାଷ୍ଟ୍ର ଜଳମଗ୍ନ ହୋଇଯିବ ତେବେ ମହାକାଶ ରେ ଏମିତି ଦୁଇ ଉଲ୍କା ପିଣ୍ଡ ଅଛି ଯାହାକି ପୃଥିବୀ ଆଡ କୁ ମାଡି ଆସୁଛି ଓ ଏହା କେଉଁ ମୂହୁର୍ତ୍ତ ରେ ପୃଥିବୀ ସହ ଧଖା ହୋଇପାରେ ବୋଲି ନୋଷ୍ଟାଡ୍ରମ ବିଶ୍ଳେଷଣ କରିଛନ୍ତି । ତେବେ ଗ୍ଲୋବାଲ ୱାର୍ମିଂ ର ପ୍ରଭାବ ସାରା ବିଶ୍ଵ ଉପରେ ପଡିବ । ଉତ୍ତର ଏବଂ ଦକ୍ଷିଣ ମେରୁ ତରଲି ଜୀବ , ତାହେଲେ ବର୍ତ୍ତମାନ ସମୟ ରେ ଏହା ହୋଇ ସରିଲାଣି ॥

About admin

Check Also

ଆମାଜନ ଆଣିଲା ଚାକିରୀର ନୂଆ ସୁଯୋଗ, ମାତ୍ରା ୪ ଘଣ୍ଟା କାମ କରିଲେ ଆପଣ ୭୦ ହଜାର ଟଙ୍କା ଦରମା!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବ ଖବର ଯେ 4 ଘଣ୍ଟା କାମ କରି ଆପଣ ମାନେ ମାସ …

Leave a Reply

Your email address will not be published. Required fields are marked *