Breaking News

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ ମାନେ ଘରେ ବସି ନିଜ ମୋବାଇଲ ଓ ଲାପଟପ ରେ ଆବେଦନ କରୁଥିବା ସମୟ ରେ ଏରର ଅପସନ ଆସୁଛି ତାହେଲେ ଆଉ ଏରର ଅପସନ ଆସିବ ନହିଁ ସେଥିପାଇଁ ଆପଣ ମାନେ ଆମର ଏହି ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ ।


ତେବେ ବନ୍ଧୁଗଣ କଣ ଆପଣ ମାନେ ଆବେଦନ କରୁଥିବା ସମୟ ରେ କଣ ଫଟୋ ଆସୁ ନହିଁ ତାହେଲେ କଣ ରହିଛି ଉପାୟ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁ ଶ୍ରମିକ ମାନେ ବହୁ ଡିଗିଟାଳ କେନ୍ଦ୍ର କୁ ଯାଇ ଗହଳି କରୁଛନ୍ତି ଓ ଟଙ୍କା ମଧ୍ୟ ଗଣୁଛନ୍ତି । ତେବେ ଆଉ କିଛି ଆମର ଭାଇ ମାନେ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ ସମୟ ରେ ଏହାକୁ ଆବେଦନ କରି ନାହାଁନ୍ତି ।

ତେବେ କିଛି ଭଳି ଆବେଦନ କରିଥିବା ସମୟ ରେ ଏରର ଅପସନ ଦେଖାଉଛି ,ତେବେ ସେମାନେ କଣ କରିବେ । ତାହେଲେ ଆମେ ଏହା କହିବ ପୂର୍ବ ରୁ ଏହା କହି ରଖୁଛୁ ଯେ ବର୍ତ୍ତମାନ ସମୟ ରେ ପ୍ରତ୍ଯେକ ଦିନ ପ୍ରତ୍ଯେକ ଘଣ୍ଟା ରେ ଲକ୍ଷାଧିକ ଶ୍ରମିକ ମାନେ ପଞ୍ଜୀକରଣ କରୁଛି । ତେବେ ଏହି ଇଶ୍ରମ ମାତ୍ର ଗୋଟାଏ ପୋର୍ଟାଲ ହେଉଥିବାରୁ ଏହି ସାଇଟ ବହୁତ ବ୍ୟସ୍ତ ରହୁଛି ।

ସେଥିପାଇଁ ଆପଣ ମାନେ ଆବେଦନ କରୁଥିବା ସମୟ ରେ ଏରର ଅପସନ ଦେଖା ଉଛି ତାହେଲେ ଆପଣ ରାତି 1 ଗୋଟେ ସମୟ ରେ ବାହା ପାହାନ୍ତିଆ ସକାଳ ରେ ଏହା କୁ ଆବେଦନ କରନ୍ତୁ ଦେଖିବେ ଏରର ଅପସନ ଆଉ ଆସିବ ନହିଁ । ତେବେ ଇଶ୍ରମ କାର୍ଡ କରିବାର ଅବଧି ବର୍ତ୍ତମାନ ସମୟ ରେ ସରି ନହିଁ ଓ ଏହାର ସେସ ତାରିଖ କେବେ ତାହା ସରକାର କହି ନାହାଁନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆମାଜନ ଆଣିଲା ଚାକିରୀର ନୂଆ ସୁଯୋଗ, ମାତ୍ରା ୪ ଘଣ୍ଟା କାମ କରିଲେ ଆପଣ ୭୦ ହଜାର ଟଙ୍କା ଦରମା!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବ ଖବର ଯେ 4 ଘଣ୍ଟା କାମ କରି ଆପଣ ମାନେ ମାସ …

Leave a Reply

Your email address will not be published. Required fields are marked *