Breaking News

ହିରୋଇନ ଝିଲ୍ଲିକ (Jhilik Bhattacharjee) ବିବାହ ପରେ ପ୍ରଥମ ଥର ଓଡିଶା ଛାଡି ବାହାରକୁ ଗଲେ ବୁଲିବା ପାଇଁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିବା ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ , ବର୍ତ୍ତମାନ ସମୟ ରେ ନିଜ ସ୍ଵାମୀ ଙ୍କ ସହିତ ଓଡିଶା ଛାଡି ,ଓଡିଶା ବାହାର କୁ ଚାଲିଯାଇଛନ୍ତି । ତାହେଲେ ଝିଲ୍ଲିକ କଣ ଆଉ ଓଡିଶା କୁ ଆସିବେ ନହିଁ , ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଖବର ଟି ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଜଣେ ବଙ୍ଗୀୟ , ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ପାଇଁ 2013 ରେ ଆସିଥିଲେ । ଝିଲ୍ଲିକ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇଥିଲେ ଓ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନେ ବେସ ପସନ୍ଦ କରିଥିଲେ । ତେବେ ଝିଲ୍ଲିକ ନିଜ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ସ୍ଥାନ କରିବା ସହିତ ଘରେ ଘରେ ପରିଚିତ ହୋଇଥିଲେ ।


ଝିଲ୍ଲିକ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରି ଥିଲେ ଓ ବିବାହ ପରେ ସେ ସଂପୂର୍ଣ୍ଣ ଭାବେ ସେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେ ଯାଇଥିଲେ ଓ ସେ ନିଜ ପ୍ରତିକ୍ରିୟା ଦେଇଥିଲେ ଯେ ବର୍ତ୍ତମାନ ସମୟ ରେ ପରିବାର ସମ୍ଭାଳିବେ ଓ ପରବର୍ତ୍ତୀ ସମୟ ରେ ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିବେ । ତେବେ ବାର୍ତ୍ତମାନ ସମୟ ରେ ଦଶହରା ଛୁଟି ରେ ଝିଲ୍ଲିକ ତାଙ୍କ ସ୍ଵାମୀ ଙ୍କ ସହିତ ବୁଲିବା ଓଡିଶା ବାହାର କୁ ଯାଇଛନ୍ତି । ତେବେ ବନ୍ଧୁଗଣ ଝିଲ୍ଲିକ ତାଙ୍କ ଶାଶୁଘରେ ସାସୁଶଶୁର ଓ ସ୍ଵାମୀ ଙ୍କ ସହିତ ବେସ ଖୁସି ରେ ଅଛନ୍ତି ବୋଲି ଝିଲ୍ଲିକ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *