ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ହଁ ବନ୍ଧୁ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ , ତେବେ ଏହି ସୂଚନା ଟି କଂଗ୍ରେସ ର ସୂତ୍ର ରୁ ଜଣା ପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେଲାଣି ମନମୋହନ ସିଂ ଅ-ସୁ-ସ୍ଥ ଅଛନ୍ତି ।
ତେବେ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅଧିକ ହେବା ରୁ ସେ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି । ତେବେ ଭାରତ ର ପୂର୍ବତନ ମନ୍ତ୍ରୀ ଙ୍କ ର ଜର ଏବଂ ଥକାପଣ ଅବୁଭବ କରୁଥିଲେ ଓ ପରବର୍ତ୍ତୀ ସମୟ ରେ ଛାତି ରେ ଯନ୍ତ୍ରଣା ଅନୁଭୂତ କରୁଥିଲେ , ତେବେ ତାଙ୍କ ସ୍ୱାସ୍ଥ୍ୟ ବିଷୟ ରେ ଅଧିକ ସୂଚନା ମିଳି ପାରିନାହିଁ , ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହେଉଛି 89 ବର୍ଷ ବୟସ ।
ତେବେ ଏହା ପୂର୍ବ ମନମୋହନ ସିଂ ଙ୍କୁ ଏପ୍ରିଲ ମାସ ରେ କରୋନା ରେ ସଂକ୍ରମିତ ହୋଇ ସେ ସିଲଲି ଏମ୍ସ ରେ ଭର୍ତ୍ତି ହୋଇଥିଲେ ଓ ପରେ 10 ରୁ 12 ଦିନ ରହିବା ପରେ ସୁସ୍ଥ ହେବା ପରେ ମେଡିକାଲ ରୁ ଡିଶଚାର୍ଜ ହୋଇଥିଲେ । ତେବେ ପୁଣି ବର୍ତ୍ତମାନ ସମୟ ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ