Breaking News

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ହଁ ବନ୍ଧୁ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ , ତେବେ ଏହି ସୂଚନା ଟି କଂଗ୍ରେସ ର ସୂତ୍ର ରୁ ଜଣା ପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେଲାଣି ମନମୋହନ ସିଂ ଅ-ସୁ-ସ୍ଥ ଅଛନ୍ତି ।


ତେବେ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅଧିକ ହେବା ରୁ ସେ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି । ତେବେ ଭାରତ ର ପୂର୍ବତନ ମନ୍ତ୍ରୀ ଙ୍କ ର ଜର ଏବଂ ଥକାପଣ ଅବୁଭବ କରୁଥିଲେ ଓ ପରବର୍ତ୍ତୀ ସମୟ ରେ ଛାତି ରେ ଯନ୍ତ୍ରଣା ଅନୁଭୂତ କରୁଥିଲେ , ତେବେ ତାଙ୍କ ସ୍ୱାସ୍ଥ୍ୟ ବିଷୟ ରେ ଅଧିକ ସୂଚନା ମିଳି ପାରିନାହିଁ , ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହେଉଛି 89 ବର୍ଷ ବୟସ ।

ତେବେ ଏହା ପୂର୍ବ ମନମୋହନ ସିଂ ଙ୍କୁ ଏପ୍ରିଲ ମାସ ରେ କରୋନା ରେ ସଂକ୍ରମିତ ହୋଇ ସେ ସିଲଲି ଏମ୍ସ ରେ ଭର୍ତ୍ତି ହୋଇଥିଲେ ଓ ପରେ 10 ରୁ 12 ଦିନ ରହିବା ପରେ ସୁସ୍ଥ ହେବା ପରେ ମେଡିକାଲ ରୁ ଡିଶଚାର୍ଜ ହୋଇଥିଲେ । ତେବେ ପୁଣି ବର୍ତ୍ତମାନ ସମୟ ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅଭିନୟ ଚାଲୁଥିଲା, ହଠାତ ଅଭିନୟ କରୁ କରୁ ଚାଲିଗଲେ ଏହି ବଡ ଅଭିନେତା, ଦେଖିଲେ ଆଖି ଲୁହରେ ଓଦା ହୋଇଯିବ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ମଞ୍ଚ ରେ ଅଭିନୟ କରୁଥିବା ସମୟ ରେ ଜଣେ ଅଭିନେତା ଟଳି ପଡିଲେ , ସେହିଠାରେ ତାଙ୍କ …

Leave a Reply

Your email address will not be published. Required fields are marked *