ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତକାଲି ମା ଦୂର୍ଗା ଙ୍କ ଅଷ୍ଟମୀ ପୂଜା ସରି ଯାଇଛି , ତେବେ ବର୍ତ୍ତମାନ ସମୟ ରେ କରୋନା କଟକଣା କୁ ଦ୍ରୁଷ୍ଟି ରେ ମା ଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ କରୋନା କଟକଣା ଯୋଗୁ କିଛି ଭକ୍ତ ମା ଙ୍କ ଦର୍ଶନ ଟିଭି ମାନ ଙ୍କ ରେ ସିଧା ପ୍ରସାରଣ ଦେଖୁଥିବା ସମୟ ରେ କିଛି ଭକ୍ତ ମାନେ ମା ନିକଟ କୁ ଆସି ପୂଜା ମଣ୍ଡପ ରୁ ବାହାରେ ରହି ପୂଜା କରୁଥିବା ଦେଖିବାକୁ ମିଳିଥିଲା ।
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ସୋସିଆଲ ମିଡିଆ ରେ ସିଧା ପ୍ରସାରଣ ହେଉଥିବା ମା ଙ୍କ ଅଳଟି ପୂଜାର୍ଚ୍ଚନା ଭଳି ଅନେକ କିଛି ଦେଖିବାକୁ ପାଇଥିବେ । ତେବେ ଚଳିତ ବର୍ଷ ମଧ୍ୟ କରୋନା ପ୍ରଭାବ ରୁ ମା ଙ୍କ ପୂଜା କୁ ଭକ୍ତ ମାନେ ଯେଉଁ ଭଳି ଭାବିଥିଲେ ମା ଙ୍କ ପୂଜା କୁ ବେସ ଧୁମଧାମ ରେ ପାଳନ କରିବେ ବୋଲି ତାହା ହୋଇପାରିଲା ନହିଁ କିନ୍ତୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି ।
ତାହେଲେ ବନ୍ଧୁଗଣ ମା ଦୂର୍ଗା ଙ୍କ ଅଷ୍ଟମୀ କୁ ବହୁ ଭକ୍ତ ମାନେ ଉପାସ ରହି ମା ଙ୍କ ଦର୍ଶନ କରି ନିଜ ଉପବାସ ସମ୍ପୂର୍ଣ କରିଥାନ୍ତି , ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଘରେ ମା ଙ୍କ ପ୍ରତିମୂର୍ତ୍ତି ରଖି ପୂଜା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ