Breaking News

ଓଡିଆ ଅଭିନେତ୍ରୀ ଶିବାନୀ ସଙ୍ଗିତା (Sivani Sangita) ଙ୍କ ରୋମାଣ୍ଟିକ ଗୀତର ପ୍ରମୋ ରିଲିଜ ହେଲା, ଅନୁଭବ (Anubhav) ପ୍ରମୋ ଦେଖି କହିଲେ… ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ କି ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସେହି ଅଭିନେତ୍ରୀ ଙ୍କ ଟ୍ରେଳର ଆସିଯାଇଛି ଓ ଏହା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବ ରେ ଲାଗିଛି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଶିଶୁ କଳାକାର ଭାବେ ବେଶ ପରିଚିତ ।


ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଚୁଲ ବୁଲି ନାୟିକା ଶିବାନୀ , ବନ୍ଧୁଗଣ ଆପଣ ମାନେ ତାଙ୍କୁ ପ୍ରଥମେ ଧାରାବାହିକ ରେ ଅଭିନୟ କରିବା ର ଦେଖିଥିଲେ ଓ ସେ ସମୟ ରେ ସେ ବହୁତ ଛୋଟ ପିଲା ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ବଡ ହୋଇଯାଇଛନ୍ତି ଓ ଅନେକ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି । ସେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସୁପର ଷ୍ଟାର ମାନ ଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି ଯେମିତି- ବାବୁଶାନ, ଅରିନ୍ଦମ,ଅନୁଭବ ଙ୍କ ସହିତ ।


ତେବେ ବର୍ତ୍ତମାନ ସମୟ ରେ ଶିବାନୀ ତାଙ୍କ ସୁ ମଧୁର କଣ୍ଠ ରୁ ଏକ ଗୀତ ଗଇଛନ୍ତି ଓ ବର୍ତ୍ତମାନ ସମୟ ରେ ଏହି ଗୀତ ଟି ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି । ତେବେ ବନ୍ଧୁଗଣ ସବୁଠାରୁ ବଡ କଥା ଜାଣି ରଖନ୍ତୁ ଯେ ବର୍ତ୍ତମାନ ସମୟ ରେ ଶିବାନୀ ଗଉଥିବା ଗୀତ ର ଟାଇଟେଲ ର ଟ୍ରେଳର ରିଲିଜ ହୋଇଛି ଓ ଏହାର ସଂପୂର୍ଣ୍ଣ ଗୀତ ଟି ଅକ୍ଟୋବର 15 ତାରିଖ ମାନେ ଦଶହରା ଦିନ ଦେଖି ପାରିବେ । ତେବେ ଏହାର ଟାଇଟେଲ ରହିଛି “ପ୍ରେମ ହେଇଗଲା ଜାଣିଲି “ ॥ ଏହି ଗୀତ ଟି ରେ ପ୍ରେମାନନ୍ଦ ତାଙ୍କର ନିର୍ଦେଶନା ଦେଇଛନ୍ତି । ଯାହା କି ଅତି ସୁନ୍ଦର ହୋଇଛି ।

ତେବେ ଗୀତକୁ ଅନୁଭବ ପତିକ୍ରିୟା ଦେଇଛନ୍ତି, ଅନୁଭବ କହିଛନ୍ତି WOWWWW! ! ! !  ଏହି ପ୍ରୋମୋ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ବହୁତ ପ୍ରତିଜ୍ଞାକାରୀ ମନେହୁଏ!  ଦୀର୍ଘ ସମୟ ପରେ ମୋର ଅତି ସୁନ୍ଦର ସହ-ଅଭିନେତା ସିଭାନୀ ସଙ୍ଗିତା ଙ୍କ ଏହି ଭିଡିଓ ଟି ଶୁଣିବା ଏବଂ ଦେଖିବା ଅତ୍ୟନ୍ତ ସୁନ୍ଦର ଅଟେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *