Breaking News

ମାଳିକା ବର୍ଣ୍ଣିତ କାପ୍ତା ମଠ, ଆଗ କୁକଳ୍କୀଲୀଳା ସମୟରେ ଏହି ମଠର ମହିମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ମାଳିକା ରେ ବର୍ଣ୍ଣିତ ଥିବା କାପ୍ତା ମଠ ବିଷୟ ରେ ଜାଣିବା , ତେବେ ଏହି ମଠ ବିଷୟ ରେ ମହା ପୁରୁଷ ଅଚ୍ୟୁତନନ୍ଦ 600 ବର୍ଷ ତଳେ ମାଳିକା ରେ ଉଲ୍ଲେଖ କରିଛନ୍ତି , ତେବେ ଆସନ୍ତୁ ଜାଣିବା । ତାହେଲେ ବନ୍ଧୁଗଣ ଏହି କାପ୍ତା ମଠ ଟି ଅଂଶୁପା ନଦୀ ରେ କୁଳ ରେ ଅଛି , ତେବେ ସେହି ମଠ ରେ ଜଣେ ଜ୍ଞାନୀ ବାବା ଙ୍କ ପ୍ରତିମୂର୍ତ୍ତି ରହିଛି ଓ ଏହି ବାବା ଜଣକ ହେଉଛନ୍ତି ଦାମୋଦର ଦାସ ।

ତେବେ ବାବା ଦାମୋଦର ସେହି ସ୍ଥାନ ରେ କିଛି ବର୍ଷ ପୂର୍ବେ ସାଧନା କରୁଥିଲେ ଓ ଯେତେ ବିପର୍ଜ୍ଜୟ ,ଯେତେ ଅସୁବିଧା ,ରୋଗ ବୈରାଗ୍ୟ କୁ ଭଲ କରିଥାନ୍ତି , ତେବେ ମାଳିକା ରେ ମହାପୁରୁଷ ଲେଖିଛନ୍ତି ଯେ ଇଏ ଭକ୍ତ ମୋର ଏବଂ ଯେତେବେଳେ କଲ୍କି ଲୀଳା ସମୟ ରେ ମୁଁ ଆସିବି ଓ ମୋର ଭକ୍ତ ଦାମୋଦର ପୁଣି ଥରେ ପ୍ରକଟ ହେବେ । ତେବେ ବାବା ଦାମୋଦର ଦେ-ହ ତ୍ୟାଗ କରିବାର 40 ରୁ 45 ବର୍ଷ ହୋଇ ଗଲାଣି ।

ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି କାପ୍ତା ମଠ ଟି 200 ବର୍ଷ ତଳ ର ଓ ସେଠାରେ ଅନେକ ବାବା ରହିଥିଲେ କିନ୍ତୁ ସେମାନ ଙ୍କ ମଧ୍ୟରୁ ଦାମୋଦର ହେଉଛନ୍ତି ଅନ୍ଯତମ କାରଣ ସେ ତାଙ୍କ ତ୍ତପ ଓ ସାଧନା ଫଳ ରେ ସେ ସେହି ସମଗ୍ର ଅଞ୍ଚଲ ରେ ବିଖ୍ୟାତ । ତେବେ ବନ୍ଧୁଗଣ ଏହି କଥା ଟି ଜଣେ ମାଳିକା ଭକ୍ତ କହିଛନ୍ତି ଓ ଶେଷ କୁ କହିଛନ୍ତି ଯେ ବର୍ତ୍ତମାନ ସମୟ ରେ ପ୍ରଭୁ ସଂଘର୍ଷ କରୁଛନ୍ତି ଓ ପରେ ପାପୀ ମାନ ଙ୍କୁ ବିନାଶ କରି ବିଶ୍ଵ କୁ ଶାନ୍ତି ଦେବେ । “ଜୟ ଜଗନ୍ନାଥ , ଜୟ ପଞ୍ଚସଖା “ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ସତର୍କ ବାଣୀ – ଭୁବନେଶ୍ଵର ରେ ରାତି ୧୨ ଟା ରେ ଶୂନ୍ୟରୁ ଶୁଭିବ ଗର୍ଜନ, ଆସିଲା ଫାଇନାଲ ଡେଟ

ଦର୍ଶକ ବନ୍ଧୁ ଆଜି ଆମେ ମାଳିକା ରେ ଥିବା ଏକ ବିଷୟ ବସ୍ତୁ ଜାଣିବା ଯାହା କୁ ମହାପୁରୁଷ ମାନେ …

Leave a Reply

Your email address will not be published. Required fields are marked *