Breaking News

ଦୀର୍ଘ ୨ ବର୍ଷ ପରେ ଓଡିଆ ଅଭିନେତ୍ରୀ ରିୟା ଦେ ତାଙ୍କ ଜନ୍ମ ଦିନ ଫ୍ୟାନମାନଙ୍କ ସହ କେମିତି ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେଉଁ ଅଭିନେତ୍ରୀ ଙ୍କ ପ୍ରେମ ଓଡିଆ ଇଣ୍ଡଷ୍ଟ୍ରି ରେ ପ୍ରେମ ର ମହାଭାରତ ହୋଇଥିଲା , ତେବେ ଆପଣ ମାନେ ନିଶ୍ଚୟ ଯାନୀ ପାରୁଥିବେ ଆମେ କେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ରିୟା ଦେ ।


ତେବେ ବନ୍ଧୁଗଣ ଆପଣ ମାନେ ରିୟା ଙ୍କୁ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ , ତେବେ ତାଙ୍କ ଜବରଦସ୍ତ ଅଭିନୟ ଦେଖିବା ସହ ଆପଣ ମାନେ ତାଙ୍କ ରୋମାଣ୍ଟିକ ଦୃଶ୍ୟ ନିଶ୍ଚୟ ଭାବେ ଦେଖିଥିବେ । ତେବେ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ସ୍ଥାନ ପାଇବା ସହିତ ଘରେ ଘରେ ପରିଚିତ ହୋଇଥିଲେ ।

ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ରିୟା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଭାଇରାଲ ଭିଡିଓ ରେ ରିୟା ତାଙ୍କ ପ୍ରଶଂସକ ମାନ ଙ୍କ ସହିତ ମଜାମସ୍ତି କରୁଥିବାର ଦୃଶ୍ୟ ର ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଗତକାଲି ରିୟା ଙ୍କ ଜନ୍ମ ଦିନ ହୋଇଥିଲା ଓ ଦୀର୍ଘ ଦୁଇ ବର୍ଷ ପରେ ରିୟା ତାଙ୍କ ଜନ୍ମ ଦିନ ଟି କୁ ନିଜ ପ୍ରଶଂସକ ମାନ ଙ୍କ ସହିତ ବେସ ଧୁମଧାମ ରେ ପାଳନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *