Breaking News

ରାନୀ ପଣ୍ଡାଙ୍କ (Rani Panda) ଦୁଃ-ଖ, ଭୋ ଭୋ ହୋଇ କାନ୍ଦିଲେ ରାନୀ ପଣ୍ଡା ଦେଖିଲେ ଆଖିରେ ଲୁହ ରହିବନି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ରାନୀ ପଣ୍ଡା ବର୍ତ୍ତମାନ ସମୟ ରେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ରାନୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଓ ଏହି ଭାଇରାଲ ଭିଡିଓ ଟି କୁ ରାନୀ ପଣ୍ଡା ନିଜେ ତାଙ୍କ ସୋସିଆଲ ମିଡିଆ ରେ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।


ତେବେ ବନ୍ଧୁଗଣ ଏହି ଭିଡିଓ ଟି ରେ ରାନୀ ପଣ୍ଡା କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ରାନୀ ପଣ୍ଡା କଣ ପାଇଁ କାନ୍ଦୁଛନ୍ତି ତାହା ସେ କହି ନାହାଁନ୍ତି କିନ୍ତୁ ତାଙ୍କର ଏହି ପୋଷ୍ଟ ତାଙ୍କର ପ୍ରଶଂସକ ମାନେ ଦେଖିବା ପରେ ବିରକ୍ତ ଭାବ ପ୍ରକାଶ କରିଛନ୍ତି ଓ ସେ କଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ତାହା ପଚାରିଛନ୍ତି । ତେବେ ପ୍ରଶଂସକ ମାନ ଙ୍କ ଏହି ପ୍ରଶ୍ନ ର ପ୍ରତିକ୍ରିୟା ମଧ୍ୟ ଦେଇ ନାହାଁନ୍ତି ରାନୀ ପଣ୍ଡା ।


ତେବେ ରାନୀ ପଣ୍ଡା ତାଙ୍କ ପ୍ରଶଂସକ ଓ ଦର୍ଶକ ମନ ଙ୍କୁ ମନୋରଞ୍ଜନ କରାଇଥାନ୍ତି ଓ ବେଳେ ହସାଇ ମଧ୍ୟ ଥାନ୍ତି । ତେବେ ଏହି ଅଭିନେତ୍ରୀ ଙ୍କୁ ବିବାଦୀୟ ଅଭିନେତ୍ରୀ ମଧ୍ୟ କୁହାଯାଇଥାଏ କାରଣ ସେ ତାଙ୍କ ଜୀବନ ରେ ତାଙ୍କୁ ନେଇ ହୋଇଥିବା ପ୍ରତ୍ଯେକ ବିବାଦ ର ସମ୍ମୁଖୀନ କରି ସେ ଏହି ପରିଚୟ ପାଇବା ସହିତ ଲୋକ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ।

ତେବେ ଯେଉଁ ସ୍ଥାନ କୁ ବଡ ବଡ ଷ୍ଟାର ମାନେ ଅସହାୟ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଯାନ୍ତି ନହିଁ ସେହି ସ୍ଥାନ କୁ ରାନୀ ପଣ୍ଡା ଯାଇ ସାହାର୍ଯ୍ୟ ର ହାତ ବଢାଇ ଥାଆନ୍ତି । ତେବେ ବର୍ତ୍ତମାନ ସମୟ ରେ କଣ ପାଇଁ ରାନୀ ପଣ୍ଡା କାନ୍ଦୁଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡି ନହିଁ , ତେବେ ବନ୍ଧୁଗଣ ରିଅଲ ଲାଇଫ ଘଟଣା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *