ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁତ କମ ଅଭିନେତା ଅଛନ୍ତି ଯେଉଁମାନେ କି ପ୍ରଥମେ ଛୋଟ ପରଦା ରୁ ଅଭିନୟ ଆରମ୍ଭ କରି ଆଜି ବଡ ପରଦା ରେ କାମ କରି ବେସ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ । ତେବେ ଆପଣ ମାନେ ଜାଣିଥିବେ ବହୁ ଅଭିନେତା ପ୍ରଥମେ ଆଲବମ ରେ ନାଚ ଦେଖାଇ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଛନ୍ତି , କିନ୍ତୁ ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ଏ କହିବା କୁ ଯାଉଛୁ ଯିଏ ନିଜେ ପ୍ରଥମେ ଏକ ୟୁ ଟ୍ଯୂବ ଚ୍ଯାନେଲ ରେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ସେ ଆଜି ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ଲୋକ ପ୍ରିୟ ହୋଇପାରିଛନ୍ତି ଓ ତାହା ପୁଣି କମ ବୟସ ରୁ ।
ତେବେ ବନ୍ଧୁଗଣ ଆମେ କହୁଛୁ ଆଲବମ ର ସୁପର ଷ୍ଟାର ଶୈଳେନ୍ଦ୍ର ଙ୍କ ବିଷୟ ରେ , ହଁ ବନ୍ଧୁ ଆପଣ ଶୈଳେନ୍ଦ୍ର କୁ ନିଶ୍ଚୟ ଜାଣିଥିବେ । ସେ ବହୁ ଗୁଡିଏ ଆଲବମ ରେ ଜବରଦସ୍ତ ନାଚ ଆପଣ ମାନେ ନିଶ୍ଚୟ ଦେଖିଥିବେ , ସେ ଏହି ଆଲବମ ଜବରଦସ୍ତ ନାଚ ପାଇଁ ସେ ଆଜି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ଓଡିଆ ଚଳଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିଛନ୍ତି ଓ ବହୁ ଗୁଡିଏ ରିଆଲିଟି ସୋ ରେ ମଧ୍ୟ ଜଜ ଭାବେ ବଜାର ଆସିଥିଲେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଶୈଳେନ୍ଦ୍ର ଙ୍କ ର ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଏହି ଫଟୋ ରେ ଶୈଳେନ୍ଦ୍ର ମେଡିକାଲ ରେ ଅଛନ୍ତି ଓ ସେହିଠାରେ ସେ ତାଙ୍କ ଜନ୍ମ ଦିନ ଟି କୁ ପାଳନ କରିଛନ୍ତି ଓ ଏହା କୁ ଦେଖିବା ପରେ ବହୁ ଦର୍ଶକ ଏହା କୁ ରିଅଲ ଲାଇଫ ରେ ଘଟିଛି ବୋଲି ଭାବୁଛନ୍ତି କି , ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଗତ କାଲୀ ଶୈଳେନ୍ଦ୍ର ଙ୍କ ଜନ୍ମ ଦିନ ହୋଇଥିଲା ଏହି କଥା ଟି ସତ୍ୟ ଅଟେ କିନ୍ତୁ ମେଡିକାଲ ରେ ଜନ୍ମ ଦିନ ଟି ପାଳନ କରୁଥିବାର ଦୃଶ୍ୟ ହେଉଛି ଶୁଟିଙ୍ଗ ସେଟ ର ଯାହାକି ରିଳ ଲାଇଫ ର ଅଟେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ