Breaking News

ଅଭିନୟ ଚାଲୁଥିଲା, ହଠାତ ଅଭିନୟ କରୁ କରୁ ଚାଲିଗଲେ ଏହି ବଡ ଅଭିନେତା, ଦେଖିଲେ ଆଖି ଲୁହରେ ଓଦା ହୋଇଯିବ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ମଞ୍ଚ ରେ ଅଭିନୟ କରୁଥିବା ସମୟ ରେ ଜଣେ ଅଭିନେତା ଟଳି ପଡିଲେ , ସେହିଠାରେ ତାଙ୍କ ମୃ-ତ୍ୟୁ ମଧ୍ୟ ହୋଇଗଲା କିନ୍ତୁ ଦର୍ଶକ ମାନେ ଭାବୁଛନ୍ତି କେ ଅଭିନେତା ଜଣକ ଅଭିନୟ କରୁଛନ୍ତି । ହଁ ବନ୍ଧୁ ଥିଏଟର ରେ ଅଭିନୟ କରୁଥିବା ସମୟ ରେ ଏହି ଅ-ଘ-ଟ-ଣ ଟି ଘଟିଛି ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ଥିଏଟର ରେ ଅଭିନୟ କରୁଥିବା ସମୟ ରେ ତାଙ୍କୁ ଯ-ନ୍ତ୍ର-ଣା ଦାୟକ ଦୁ-ର୍ଘ-ଟ-ଣା ରେ ଶିକାର ହେବା ପରେ ସେ ଦୃଶ୍ୟ ଟି କୁ ବଦଳାଇବା ସମୟ ରେ ଏକ ଲୁହା ରେ ତିଆରି ନକଲି କାନ୍ଥ ରେ ଚାପି ହୋଇ ସେହିଠାରେ ମୃ-ତ୍ୟୁ ବରଣ କରିଛନ୍ତି । ତେବେ ଦର୍ଶକ ମାନେ ଏହା କୁ ଅଭିନୟ ଭାବି କିଛି ସମୟ ପର୍ଯ୍ୟନ୍ତ ରହିବା ପରେ ଦର୍ଶକ ମାନେ ପାଟି ତୁ-ଣ୍ଡ କରିବା ରେ ଲାଗିଥିଲେ ।

ତେବେ ପରବର୍ତ୍ତୀ ସମୟ ରେ ଜାଣିବା କୁ ପାଇଲେ ଯେ ଅଭିନେତା ରିଅଲ ରେ ସେ ମଞ୍ଚ ଉପରେ ମୃତ୍ୟୁ ବରଣ କରିଛନ୍ତି , ତେବେ ଏହି ଅଭିନେତା ଜଣକ ହେଉଛନ୍ତି ୟେଭଗେନୀ କୁଲେସ ତାଙ୍କୁ ମାତ୍ର 37 ବର୍ଷ ହୋଇଥିଲା । ଏହା ହେଉଛି ବର୍ତ୍ତମାନ ସମୟ ର ବଡ ଖବର ଯେ ଥିଏଟର ରେ ଅଭିନୟ କରୁଥିବା ସମୟ ରେ ମୃତ୍ୟୁ କରିଛନ୍ତି ଅଭିନେତା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା …

Leave a Reply

Your email address will not be published. Required fields are marked *