Breaking News

ହେ ପ୍ରଭୁ ର-କ୍ଷା କର… ତାରା ତାରିଣୀ ମନ୍ଦିରରେ ଲାଗିଲା ନି-ଆଁ, ମାଡି ଆସୁଛି କି ବଡ ବି-ପ-ଦ!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବ ଖବର ଯେ ଗଞ୍ଜାମ ଜିଲ୍ଲା ରେ ପ୍ରସିଦ୍ଧ ଥିବା ମା ତାରାତାରିଣୀ ପୀଠ ରେ ଏକ ଅ-ଘ-ଟ-ଣ ହୋଇଛି , ହଁ ବନ୍ଧୁ ଗତ କାଲୋ ମହାସପ୍ତମୀ ପୂଜା ମନ୍ଦିର ଚାଲୁଥିବା ସମୟ ରେ ନିଆଁ- ଲାଗିଯାଇଥିଲା । ମା ଙ୍କ ପୀଠ ରେ ଥିବା ଦୀପ ଘରେ ହଠାତ ନିଆଁ ଲାଗି ଯାଇଥିଲା । ତେବେ ବନ୍ଧୁଗଣ ଏହି ନିଆଁ ଏତେ ପରିମାଣ ରେ ଲାଗିଥିଲା ସେଥିରୁ ବହୁ ପରିମାଣ ରେ ଧୂଆଁ ନିର୍ଗତ ହେଉଥିଲା ।


ତେବେ କିଛି ସମୟ ପରେ ଅଗ୍ନିସମ ବିଭାଗ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଆସ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲା ଓ ପରେ ଅଗ୍ନିସମ , ବିଭାଗ ନାଇଁ ଲିଭାଇ ବା ରେ ସଫଳ ହୋଇଥିଲା । ତେବେ ବନ୍ଧୁଗଣ ନିଆଁ ଦ୍ଵିପ ଘରେ କେମିତି ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡି ନହିଁ , କିନ୍ତୁ କେହି କେହି କହୁଛନ୍ତି ସେଠାରେ ଦ୍ଵିପ ଦ୍ଵାରା ଏହି ଅଗ୍ନିକାଣ୍ଡ ହୋଇଛି ବୋଲି ।

ତେବେ ଏହି ଘଟଣା ଟି ଘଟିବା ପରେ ସ୍ଥାନୀୟ ଲୋକ ମାନେ ଏହାକୁ ଅ-ଶୁ-ଭ ସଂକେତ ବୋଲି ମାନେ କରିଛନ୍ତି , ତେବେ ଦ୍ଵିପ ଘର ର କବାଟ ,ଝରକା ଆଦି ବହୁ ଜିନିଷ ପୋଷୀ ଯାଇଥିବା ର ସୂଚନା ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.