Breaking News

ନିଜ ସ୍ଵାମୀର ମଙ୍ଗଳକାମନା କରି ଓଡିଆ ହିରୋଇନ ଅର୍ଚିତା (Archita) ତାଙ୍କ ସ୍ଵାମୀ ସବ୍ୟସାଚୀ (Sabyasachi) ଙ୍କ ପାଇଁ ଦୂର୍ଗା ସପ୍ତମୀ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସବୁ ଆଡେ ମା ଦୂର୍ଗା ଙ୍କ ପୂଜା ବେସ ଧୁମଧାମ ରେ ପାଳନ ହେଉଛି । ତେବେ ଏହି ଦୂର୍ଗା ପୂଜା ରେ ପ୍ରାୟ ବ୍ୟକ୍ତି ଦୂର୍ଗା ସପ୍ତମୀ କରିଥାନ୍ତି , ହଁ ବନ୍ଧୁ କିଏ କାହା ମାନସିକ ରଖି କରୁଥାଏ ତ ଆଉ କିଏ ନିଜର ପରିବାର ,ସ୍ଵାମୀ,,ଛୁଆ ପିଲା ମାନେ ସୁସ୍ଥ ରୁହନ୍ତୁ ଓ ତାଙ୍କର ସଦା ସର୍ବଦା ମଙ୍ଗଲ ମନସ୍କାମନା କରି କରିଥାନ୍ତି , ତେବେ ଠିକ ସେହିଭଳି ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ମଧ୍ୟ ଏକ ଖବର ମିଳିଛି ଦୂର୍ଗା ସପ୍ତମୀ କୁ ନେଇ ଆସିଛି ।

ହଁ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଅର୍ଚିତ୍ତା ଓ ସବ୍ୟସଚି ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ସେ ବହୁ ଗୁଡିଏ ଚଳଚିତ୍ର ରେ ଅଭିନୟ କରି ଲୋକ ପ୍ରିୟ ଯୋଡି ଭାବେ ବେସ ପରିଚିତ ହେବା ସହିତ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । ତେବେ ବନ୍ଧୁଗଣ ପରସ୍ପର ଭଲ ପାଇ ବିବାହ କରି ଥିଲେ ଓ ବିବାହ ପରେ ନିଜ ସୁଖ ଛାଡି ।


ସାମାଜିକ କାର୍ଯ୍ୟ ରେ ବ୍ୟସ୍ତ ରହୁଥିଲେ , ବହୁ ଦରିଦ୍ର ଅସହ୍ୟ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ରିଅଲ ଲାଇଫ ରେ ବହୁ ପରିମାଣ ରେ ଲୋକପ୍ରିୟ ହୋଇପାରିଛନ୍ତି , ସବୁଠୁ ବଡ କଥା ହେଲା ଯେ ସବ୍ୟସଚି ବର୍ତ୍ତମାନ ମଧ୍ୟ ତାଙ୍କ ସାମାଜିକ କାମ ଜାରି ରଖିଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅର୍ଚିତ୍ତା ନିଜ ସ୍ଵାମୀ ସବ୍ୟସଚି ଙ୍କ ର ମଙ୍ଗଲ ଓ ଶୁଭ ମନସ୍କାମନା ପାଇଁ ଦୂର୍ଗା ସପ୍ତମୀ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.