Breaking News

ଦେଖନ୍ତୁ ଭିଡିଓ – ନିର୍ବନ୍ଧ ସରିବା ପରେ କିପରି ନିଜ ଭାବି ସ୍ଵାମୀଙ୍କ ସହ ସମୟ କାଟୁଛନ୍ତି ହିରୋଇନ ସୋମାଲିନ (Somalin Parida)

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବହୁ କମ ଦିନ ର ଅଭିନୟ ରେ ବେସ ଲୋକପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କ ଅଭିନୟ ନ ଦେଖିବାକୁ ମିଳୁନାହିଁ ବର୍ତ୍ତମାନ ସମୟ ରେ , ତେବେ ଅଭିନୟ ନ କରୁଥିଲେ ମଧ୍ୟ ସେ ସେହି ଭଳି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ।


ତେବେ ଆପଣ ମାନେ ସୋମାଲିନ ଙ୍କୁ ନିଶ୍ଚୟ ଜାଣିଥିବେ ଓ ସୋମାଲିନ ଙ୍କ ଭଉଣୀ ଜାଙ୍କଲିନ ଙ୍କୁ ବି ମଧ୍ୟ ଆପଣ ମାନେ ଜାଣିଥିବେ । ତେବେ ଏହି ଦୁଈ ଭଉଣୀ ଟ୍ଵିନ ଶିଷ୍ଟର ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବେସ ପରିଚିତ । ତେବେ ଉଭୟ ରିଆଲିଟି ସୋ ରେ ପାଦ ଦେଇ ଅଭିନୟ ଆରମ୍ଭ କରିଥିଲେ । ନିଜ ଅଭିନୟ ପାଇଁ ଲୋକ ପ୍ରିୟ ମଧ୍ୟ ହୋଇଥିଲେ । ତେବେ ଜାଙ୍କଲିନ ଗତ କିଛି ଦିନ ତଳେ ଆମ ଓଡିଆଇଣ୍ଡଷ୍ଟ୍ରି ର ଅଭିନେତା ଅରବିନ୍ଦ ଙ୍କୁ ଭଲପାଇ ବିବାହ କରିଛନ୍ତି । ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ସୋମାଳିନୀ ମଧ୍ୟ ବିବାହ କରିବାକୁ ଯାଉଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ତାଙ୍କ ଏଙ୍ଗେଜେମେଣ୍ଟ ସରି ଯାଇଛି , ତେବେ ସୋମାଲିନ ବିବାହ କରିବାକୁ ଯାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ନୀତିଶ ନାଏକ , ତେବେ ସୋମାଲିନ ଙ୍କ ଶଶୁର ଘର ହେଉଛି ଯାଜପୁର ଜିଲ୍ଲା ପାଣି କୋଇଲି ଠାରେ , ତାଙ୍କ ଶଶୁର ଘରେ ସ୍ଵାମୀ ସାସୁ ଶଶୁର ଅଛନ୍ତି । ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବାକୁ ଯାଉଛନ୍ତି ନୀତିଶ ଓ ସୋମାଲିନ , ତେବେ ବର୍ତ୍ତମାନ ସମୟ ରେ ଉଭୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *