Breaking News

ମାଳିକା କରିଲା ବଡ ଭବିଷ୍ୟବାଣୀ – ଶେଷରେ ମିଳିଲା ୧୨ ହାତ ୧୩ ଆଙ୍ଗୁଳିର ହୁଙ୍କାର ସନ୍ଧାନ

ଦର୍ଶକ ବନ୍ଧୁ ଯାହା ମାଳିକା ପ୍ରମାଣ ଦିଏ ହାଡିବନ୍ଧୁ ଦାସ ,ସତ୍ୟବଟ ର ମହାନ୍ତ ତେବେ ହାଡିବନ୍ଧୁ ଦାସ ଙ୍କ ମାଳିକା ପ୍ରମାଣ ଦେଇଥାଏ ଯେ 12 ହାତ 13 ଆଙ୍ଗୁଳି ହୁଙ୍କା ପ୍ରକାଶ ପାଇବ ଓ ସେହି ସମୟ ରେ ଅବସ ହେବ କଲ୍କି ର ତେବେ ଆଜି ଆମେ ସେହି ବିଷୟ ରେ ଆଉ କିଛି ଜାଣିବା , ତେବେ ବନ୍ଧୁଗଣ ଆମେ ସାଧାରଣ ତହ ଦୁଇ ହାତ ରୁ 3 ହାତ ଗୁମ୍ଫା ଦେଖିଥିବେ , କିନ୍ତୁ ମହାପୁରୁଷ ଯେଉଁ ଗୁମ୍ଫା ବିଷୟ ରେ ଉଲ୍ଲେଖ କରିଛନ୍ତି ସେ ଏମିତି ଏକ ଗୁମ୍ଫା ସେ ଯେତେ ପବନ,ବର୍ଷା ,ଭୂମିକମ୍ପ ହେଉ ନା କାହିଁକି ତାହା କେବେ ବି ଭାଙ୍ଗିବ ନହିଁ ।

ତେବେ ଏହି ମାଳିକା ର ବିଷୟ ଟି ସମସ୍ତ ଙ୍କୁ ପାଇ ନୁହେଁ ବରଂ ଯେଉଁମାନେ ଚେତୁଆ ଭକ୍ତ ସେହିମାନ ଙ୍କ ପାଇଁ । କାରଣ ମାଳିକା କଥା କୁ କେବଳ ଚେତୁଆ ଭକ୍ତ ଜାଣି ପାରିବେ । ତେବେ ବନ୍ଧୁଗଣ ଅମରାବତି ନାମକ ଏକ ପାହାଡ ଓ ସେହିଠାରେ ଏମିତି ଏକ ସ୍ଥାନ ଅଛି ଯାହାକୁ କେହି ବି ଜାଣି ନାହାଁନ୍ତି , ତେବେ ସେହିଠାରେ ଏକ ଦେବ ଗୁମ୍ଫା ରହିଛି ଯାହାକୁ ମର୍ତ୍ତ୍ୟ ବୈକୁଣ୍ଠ କୁହାଯାଇ ଥାଏ । ହଁ ବନ୍ଧୁ ସେହି ଅମରାବତି ପାହାଡ ରେ ଦେବତା ମାନେ ସଭା କରନ୍ତି ବୋଲି ମାଳିକା ରେ ଉଲ୍ଲେଖ ହୋଇଛି ।


ତେବେ ସେହିସ୍ଥାନ ରେ ସୁନା ର ଚମ୍ପା ଫୁଲ ଫୁଟୁଛି କିନ୍ତୁ ତାହା କେହି ବି ଜାଣି ନାହାଁନ୍ତି , ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେହି ଗୁମ୍ଫା ରେ ବେଳ ଗଛ , ବଉଲ ଗଛ ଓ ବର ଗଛ ରହିଛି । ତେବେ ସେହି ଗୁମ୍ଫା ରେ ନୃସିଙ୍ଘ ଠାକୁର ରହିଛନ୍ତି , ତେବେ ସେହି ଗୁମ୍ଫା ଟି ଯେତେବେଳେ ବଢି ବଢି 12 ହାତ 13 ଆଙ୍ଗୁଳି ହୋଇଯିବ ସେତେବେଳେ କଲକି ଲୀଳା ଆରମ୍ଭ ହେବ । ତେବେ ବନ୍ଧୁଗଣ ଏହି କଥା ଟି ଜଣେ ମାଳିକା ଭକ୍ତ କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେ ଏହି ଗୁମ୍ଫା ଟି ବର୍ତ୍ତମାନ ସମୟ ରେ 12 ହାତ 13 ଆଙ୍ଗୁଳି ହେବା କୁ ଆଉ 4 ଆଙ୍ଗୁଳି ବାକି ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ସତର୍କ ବାଣୀ – ଭୁବନେଶ୍ଵର ରେ ରାତି ୧୨ ଟା ରେ ଶୂନ୍ୟରୁ ଶୁଭିବ ଗର୍ଜନ, ଆସିଲା ଫାଇନାଲ ଡେଟ

ଦର୍ଶକ ବନ୍ଧୁ ଆଜି ଆମେ ମାଳିକା ରେ ଥିବା ଏକ ବିଷୟ ବସ୍ତୁ ଜାଣିବା ଯାହା କୁ ମହାପୁରୁଷ ମାନେ …

Leave a Reply

Your email address will not be published. Required fields are marked *