Breaking News

ଆମାଜନ ଆଣିଲା ଚାକିରୀର ନୂଆ ସୁଯୋଗ, ମାତ୍ରା ୪ ଘଣ୍ଟା କାମ କରିଲେ ଆପଣ ୭୦ ହଜାର ଟଙ୍କା ଦରମା!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବ ଖବର ଯେ 4 ଘଣ୍ଟା କାମ କରି ଆପଣ ମାନେ ମାସ 70 ହଜାର ଟଙ୍କା ଦରମା ପାଇବେ । ହଁ ବନ୍ଧୁ ଆପଣ ମାନେ ଶୁଣିବ ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିବା କିନ୍ତୁ ଖବର ଟି ପୁରା ସତ୍ୟ ଅଟେ । ତେବେ ଏହି କମ୍ପାନୀ ଟି ହେଉଛି ଆମାଜନ , ତେବେ ଆମାଜନ ଏହି ସୁଯୋଗ ଦେଇଛି । ତେବେ ଆପଣ ଙ୍କୁ ଏହି କାମ କରିବା ପାଇଁ ମାତ୍ର 4 ଘଣ୍ଟା ସମୟ ଦେବାକୁ ପଡିବ ।

ତେବେ ଆପଣ ମାନେ ଚାହିଁଲେ ପାର୍ଟ ଟାଇମ ଏବଂ ଫୁଲ ଟାଇମ , ତେବେ ଆମାଜନ କମ୍ପାନୀ ରେ ଡେଲିଭର ପିଲା ଙ୍କ ଆବଶ୍ୟକ ରହିଛି , ତେବେ ଅର୍ଡର ଦେଇଥିବା ଲୋକ ମାନ ଙ୍କ ପାଖ ରେ ସେହି ଅର୍ଡର ଜିନିଷ କୁ ତାଙ୍କ ନିକଟ ରେ ପହଞ୍ଚାଇବା । ତେବେ 10 ରୁ 15 କିଲୋ ମିଟର ମଧ୍ୟ ରେ କାମ ରହିବ । ତେବେ ବର୍ତ୍ତମାନ ସମୟ ରେ ଅନଲାଇନ କାରବାର ବେସ ଜୋରସୋର ରେ ଚାଲିଛି , ତେବେ ସେଥିପାଇଁ ଲୋକ ମାନ ଙ୍କ ପାଖ ରେ ଠିକ ସମୟ ରେ ଅର୍ଡର ପହଞ୍ଚାଇବା ପାଇଁ ପିଲା ଆବଶ୍ୟକ ।

ତେବେ କମ୍ପାନୀ ନିଆୟାମ ଅନୁସାରେ ପ୍ରତ୍ୟେକ ଦିନ 100 ରୁ 150 ଅର୍ଡର ରଖିବାକୁ ପଡିବ । ତେବେ ଆପଣ ମାନେ ଚାହିଁଲେ ଏହି ସମସ୍ତ ଅର୍ଡର କୁ 4 ଘଣ୍ଟା ରେ ସେସ କରିପାରିବେ । ତେବେ କମ୍ପାନୀ ରେ ଚାକିରି କରିବା କୁ ହେଲେ ଆପଣ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ହାସଲ କରିଥିବା ନିହାତି ଦରକାର ।

ଏଥିସହିତ ନିଜ ଗାଡି ଥିବା ର ଦରକାର ଓ ଗାଡି ସମସ୍ତ କାଗଜପତ୍ର ନିହାତି ଦରକାର । ତେବେ ଆପଣ ମାନେ ଜାଣିଥିବେ ଯେ ଆମାଜନ ରେ କାମ କରୁଥିବା ଡେଲିଭରି ପିଲା ଙ୍କୁ ମାସ 12 ରୁ 14 ହଜାର ଟଙ୍କା ଦିଅ ଯାଇଥାଏ ଓ ତେଲ ଖର୍ଚ୍ଚ ମଧ୍ୟ ଦିଅ ଯାଇଥାଏ । ତେବେ ଆପଣ ଯଦି ପ୍ରତ୍ୟେକ ଦିନ 100 ରୁ 150 ଅର୍ଡର ପାର୍ସଲ କରି ବେ ତାହେଲେ ଆପଣ ମାସ 70 ହଜାର ଟଙ୍କା ପାଇ ପାରିବେ ବୋଲି କମ୍ପାନୀ କହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *