Breaking News

ବଡ ଖବର – Sharukh Khan ଙ୍କ ପୁଅ Aryan Khan ଦୋ-ଷୀ ପ୍ରାମାଣିତ ହେଲେ ୧-୭ ବର୍ଷ ପର୍ଯ୍ୟନ୍ତ ଜେଲ ଯାଇ ପାରନ୍ତି ଆର୍ୟାନ

ଦର୍ଶକ ବନ୍ଧୁ ଗତ ଶୁକ୍ରବାର ଦିନ ଠାରୁ ଜେଲ ରେ ଥିବା ଆରିୟାନ ଖାନ ଙ୍କ ତୃତୀୟ ଥର ପାଇଁ ବେଲ ର ଆବେଦନ କୁ ଅଗ୍ରାହ୍ୟ କରି ଦେଇଛନ୍ତି ମାନ୍ୟବର କୋର୍ଟ , ତେବେ ଏପଟେ ଏନସିବି ଯୁକ୍ତି କରିଛି ଜାରି ଆରିୟାନ ଖାନ ବେଲ ରେ ବାହାରନ୍ତି ତାହେଲେ ସାକ୍ଷ୍ୟ ପ୍ରମାଣ ଏବଂ ତା ସହିତ ଯେଉଁମାନେ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି ସେମାନେ ପ୍ରଭାବିତ କରି ପାରିବେ ।


ତେବେ ଅନ୍ୟପଟେ ଆରିୟାନ ଙ୍କ ଓକିଲ ଏହାକୁ ବିରୋଧ କରିଛନ୍ତି , ଏବଂ ସେ କହିଛନ୍ତି ଯେ ଆରିୟାନ ଙ୍କ ପାଖ ରେ ଅନେକ ଦେଶ ର ପାସପୋର୍ଟ ରହିଛି ଓ ସେ ସେହିଭଳି କିଛି କରିବେ ନହିଁ କାରଣ ସେ ଜଣେ ପ୍ରତିଷ୍ଠିତ ପରିବାର ର ସଦସ୍ୟ ଅଟନ୍ତି । ତେବେ ଅନ୍ୟ ପଟେ ଆରିୟାନ ଙ୍କ ସହଯୋଗୀ ଅରବାନ ଓ ମୁନମୁନ ସେମାନ ଙ୍କ ପାଇଁ ମଧ୍ୟ ସମ୍ମାନ ପ୍ରତିକ୍ରିୟା ରଖିଛି କୋର୍ଟ । ତେବେ ଆସନ୍ତା ବୁଧବାର ଦିନ ଏହାର ଶୁଣାଣୀ ହେବେ ବୋଲି ଜଣା ପଡିଛି ।

ତେବେ ଏହାରି ଭିତର ଏନସିବି 20 ଜଣ କୁ ଆ-ରେ-ଷ୍ଟ କରି ସରିଛି , ତେବେ ଏନସିବି ର ଜୋର୍ନାଲ ଡାଇରେକ୍ଟର ସମୀର ୱାଙ୍କଡେ ଏହାରି ମଧ୍ୟ ରେ 2 ଫରେନ ନ୍ୟାସନାଲ କୁ ଗି-ର-ଫ କରି ସାରିଲେଣି ଓ ଆଜି ସକାଳେ ମଧ୍ୟ ଆଉ ଜଣେ ଫରେନ ନ୍ୟାସନାଲ ଗି-ର-ଫ ହୋଇଛନ୍ତି ଓ ସେ ତାଙ୍କ ତଥ୍ୟ ରଖି ପାରନ୍ତି ବୋଲି ସୂଚନା ମିଳିଛି ।

ତେବେ ସୂଚନା ମିଳିଛି ଯେ ନାଇଜେରିଆ ଓ ଅନ୍ୟ ଦେଶ ମାନ ଙ୍କ ରୁ ଅତି ଗୁ-ପ୍ତ ଭାବେ ଏହି ଡ୍ର-ଗ-ସ ଭାରତ କୁ ଆସୁଛି ଓ ଏହା ପୁଣି ବଲିଉଡ ଷ୍ଟାର ମାନ ଙ୍କ ପାଖ ରେ ପହଞ୍ଚୁଛି , ତେବେ ବର୍ତ୍ତମାନ ସମୟ ରେ ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ଏନସିବି ପ୍ରସ୍ତୁତ ହେଉଛି । ତେବେ ଦେଖାଯାଉ ବୁଧବାର ଦିନ କଣ ହେଉଛି ॥

About admin

Check Also

ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ୨୦୨୨ ରୁ ୨୦୨୫ ଖୋଲିବାକୁ ଯାଉଛି ଭାଗ୍ୟ

ବନ୍ଧୁଗଣ ଆମେ ଏହି 5 ରାଶି ବିଷୟରେ ଜାଣିବା ଯେଉଁ ମାନଙ୍କର ଭାଗ୍ୟ ବର୍ଷ 2022 ରୁ 2025 ମଧ୍ୟରେ …

Leave a Reply

Your email address will not be published.