ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଆଲବମ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଭଲପାଇ ଓଡିଆ ଆଲବମ ଅଭିନେତା ଙ୍କୁ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଆଲବମ ଅଭିନେତା ଜଣକ ବିବାହ କରିଥିବେ ଅଭିନେତ୍ରୀ କୁ ଛାଡିଦେଇ ଅନ୍ୟ ଜଣେ ଅଭିନେତ୍ରୀ ଙ୍କୁ ବିବାହ କରିଛନ୍ତି , ତେବେ ଏ ନେଇ ଆଲବମ ଅଭିନେତ୍ରୀ ଜଣକ ପ୍ରଶାସନ ର ଦ୍ଵାରସ୍ଥ ହୋଇଛନ୍ତି ।
ତେବେ ଏ ନେଇ ଆଲବମ ଅଭିନେତ୍ରୀ ଜଣକ ଗଣ ମାଧ୍ୟମ ଆଗ ରେ ପ୍ରତିକ୍ରିୟା ରଖିଛନ୍ତି ଯେ ମଡେଲିଙ୍ଗ ସୋ ରେ ସେମାନେ ଦେଖା ହୋଇଥିଲେ । ତେବେ ପରବର୍ତ୍ତୀ ସମୟ ରେ ଭଲ ପାଇ ବିବାହ କରିଥିଲେ ଓ ତାହା ପୁଣି ରାଜସ୍ଥାନ ରେ । ହଁ ବନ୍ଧୁ ଅଭିଯୋଗ କରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ବ୍ରାହ୍ମଣ ପରିବାର ର ଓ ଅଭିନେତା ଜଣକ ମାରୁହାଡି ଥିଲେ । ତେବେ ପରିବାର ଲୋକ ରାଜି ନ ହେବା ରୁ ବାହାରେ ଯାଇ ବିବାହ କରିଥିଲେ ।
ତେବେ ସେହି ଅଭିନେତା ଜଣକ ନାମ ହେଉଛି ହରିଶ ଖଣ୍ଡଲୱଲ , ତେବେ ସେ ଜଣେ କଳାକାର ସହିତ ବିଜିନେସ ମ୍ୟାନ ଓ ତାଙ୍କର ଏକ ପାଇପ ଫ୍ୟାକ୍ତ୍ରି ମଧ୍ୟ ଅଛି , ତେବେ ବିବାହ ପରେ ଓଡିଆ ଓ ମାରୁହାଡି ର ଚାଲି ଚଳନ କୁ ନେଇ ଉଭୟ ମଧ୍ୟ ରେ ଝ-ଗ-ଡା ହେଉଥିଲା , ତେବେ ଅଭିଯୋଗ କରିଥିବା ଅଭିନେତ୍ରୀ ଙ୍କ ର ଦୁଇ ପୁଅ ଅଛନ୍ତି , ତେବେ ଜଣେ 12 ବର୍ଷ ର ଓ ଅନ୍ୟ ଜଣେ 14 ବର୍ଷ ର । ତେବେ ସ୍ଵାମୀ ଓ ଶଶୁର ଘର ଲୋକ ବହୁତ ଅ-ନ୍ୟା-ୟ ଅ-ତ୍ୟା-ଚା-ର ହେବା ସହିତ ତାଙ୍କୁ ଜୀ-ବ-ନ ରୁ ମା-ରି-ଦେ-ବା ପାଇଁ ଯୋଜନା ମଧ୍ୟ ହୋଇଛି ସେ ସେଥିପାଇଁ ବାଧ୍ୟ ହୋଇ ଥାନା ର ଦ୍ଵାରସ୍ଥ ହୋଇଥିଲେ ।
ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେ ଦ୍ଵିତୀୟ ବିବାହ କରିଥିବା ମହିଳା ମଧ୍ୟ ଜଣେ ଓଡିଆ ଅଭିନେତ୍ରୀ ଓ ସେ ତାଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଅଭିଯୋଗ କରିଥିବା ପ୍ରଥମ ସ୍ତ୍ରୀ କହିଛନ୍ତି ଯେ ତାଙ୍କୁ ନ୍ୟାୟ ମିଳୁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ