Breaking News

ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik) ବିବାହ ପରେ ପ୍ରଥମ ଥର ତାଙ୍କ ସ୍ଵାମୀଙ୍କ ସହ ରାଜସ୍ଥାନ ବୁଲିବା ପାଇଁ ଗଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଅଣଓଡିଆ ହୋଇଥିଲେ ମଧ୍ୟ ନିଜ ଅଭିନୟ ପାଇଁ ସେ ଆଜି ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ନିଜ ଜୀବନ ସାଥି କୁ ମଧ୍ୟ ପାଇଛନ୍ତି , ତେବେ ଏହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟାଚର୍ଯ୍ଯ ।

ତେବେ ବନ୍ଧୁଗଣ ଆପଣ ବହୁସରା ଚଳଚିତ୍ର ରେ ଝିଲ୍ଲିକ ଙ୍କୁ ଜବରଦସ୍ତ ଅଭିନୟ କରୁଥିବା ନିଶ୍ଚୟ ଦେଖିଥିବେ , ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଥିଲେ ଓ ଓଡିଶା ର ଘରେ ଘରେ ପରିଚିତ ହୋଇଥିଲେ । ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସମୟ ରେ ଓଡିଆ ବୋହୁ ।


ଆପଣ ମାନେ ଜାଣିଥିବେ ଯେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ବର୍ତ୍ତମାନ ସମୟ ରେ ସେ ବେସ ଖୁସି ରେ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏହି ଭିଡିଓ ରେ ଝିଲ୍ଲିକ ତାଙ୍କ ଛୁଟି କଟାଇବା ପାଇଁ ରାଜସ୍ଥାନ ଯାଇଛନ୍ତି ଓ ସେଠାରେ ବହୁ ଜାଗା ବୁଲିବା ସହ ବହୁ ସରା ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ରେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *