Breaking News

ଓଡିଆ ସିରିଏଲ କୁଆଁରୀ ବୋହୂ ର ଶେଷ ଦିନ ରେ କେମିତି ଅଭିନେତା ଓ ଅଭିନେତ୍ରୀ ହସମଜା କରୁଛନ୍ତି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଓଡିଆ ଧାରାବାହିକ ବେସ ଲୋକ ପ୍ରିୟ ହୋଇପାରିଛି , ଦର୍ଶକ ମାନେ ଓଡିଆ ଧାରାବାହିକ ଗୁଡିକୁ ଦେଖିବା ପାଇଁ ବେସ ପସନ୍ଦ କରିଥାନ୍ତି । ତେବେ ସବୁ ଦର୍ଶକ ଙ୍କ ଗୋଟାଏ ଲେଖାଏ ଲୋକ ପ୍ରିୟ ଧାରାବାହିକ ଥାଏ ଓ ସେହି ଧାରାବାହିକ ଟି କୁ ଲୋକ ମାନେ ଦେଖିବାକୁ ବେସ ଇଚ୍ଛୁକ ଥାନ୍ତି । ତେବେ ଯେତେବେଳେ ସେହି ଧାରାବାହିକ ଟି ସରି ଯାଇଥାଏ ତେବେ ସେହି ଧାରାବାହିକ ଟି କୁ ଦେଖୁଥିବା ଦର୍ଶକ ମାନେ ବହୁତ ମନ ଦୁଃଖ କରିଥାନ୍ତି ।

ତେବେ ବନ୍ଧୁଗଣ ଯେମିତି କି ବର୍ତ୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ବର୍ତ୍ତମାନ ସମୟ ରେ ବନ୍ଦ ହୋଇଯାଇଛି , ଓ ଯାହା ଫଳ ରେ ବହୁ ଦର୍ଶକ ମାନେ ମନ ଦୁଃ-ଖ କରିଛନ୍ତି । ତେବେ ଏହି ଧାରାବାହିକ ଦୀର୍ଘ 3 ବର୍ଷ ହେଲା ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିଲା ଓ ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନ ଙ୍କ ର ଜବରଦସ୍ତ ଅଭିନୟ ପାଇଁ ଏହି ଧାରାବାହିକ ଟି ବେସ ଲୋକ ପ୍ରିୟ ଧାରାବାହିକ ହୋଇଥିଲା ।

ତେବେ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନେ ମଜାମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି । ତାହେଲେ ବନ୍ଧୁଗଣ କୁଆଁରୀ ବୋହୁ ଧାରାବାହିକ ଟି ବର୍ତ୍ତମାନ ସରି ଯାଇଛି ଓ ଆଉ ଏକ ନୂଆ ବୋହୁ ଧାରାବାହିକ ପ୍ରସାରିତ ହେବା କୁ ଯାଉଛି ଯାହା ନାମ ହେଉଛି “ବନ୍ଧନ ଏ ଜନ୍ମ ଜନ୍ମ ର “ ଏହି ଧାରାବାହିକ ରେ ଆପଣ ମାନେ ଜଗଜିତ ବା ସାତ୍ଵିକ ଙ୍କୁ ଦେଖିବା ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ପାଇଁ ଦେଖନ୍ତୁ Ollywood ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) ଙ୍କ ୨ ପୁଅଙ୍କୁ, ଆଗରୁ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେସ ଭଲ …

Leave a Reply

Your email address will not be published. Required fields are marked *