ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ରାଜ୍ୟ ସରକାର କଲେ ବଡ ଘୋଷଣା , ତେବେ ଏହି ବଡ ଘୋଷଣା ଟି ଠିକା କର୍ମଚାରୀ ମାନ ଙ୍କ ପାଇଁ ବେସ ଖୁସି ଖବର । ହଁ ବନ୍ଧୁ ଏହି ଘୋଷଣା ଟି ଠିକା କର୍ମଚାରୀ ମାନ ଙ୍କ ପାଇଁ ବେସ ଖୁସି ଖବର । ତେବେ କ୍ଯାବିନେଟ ରେ ଠିକା କର୍ମଚାରୀ ଙ୍କୁ ନେଇ ନିସପାତି ହୋଇଛି ଯେ ବର୍ତ୍ତମାନ ସମୟ ରେ ଠିକା କର୍ମଚାରୀ ଆଉ କୁହା ଜୀବ ନହିଁ ।
ଠିକା କର୍ମଚାରୀ ଙ୍କୁ ବର୍ତ୍ତମାନ ସମୟ ରେ ଇନିସିଆଲ ଅପଏଣ୍ଟ ବୋଲି କୁହାଯିବ । ତେବେ ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା , ତେବେ ଖାଲି ବନ୍ଧୁ ସେତିକି ନୁହେଁ ବରଂ ସମସ୍ତ ଠିକା କର୍ମଚାରୀ ମାନ ଙ୍କୁ ପ୍ରଥମ ବର୍ଷ ରୁ 50 ପ୍ରତିଶତ ଅଧିକ ଦରମା ମିଳିବ ।
ତେବେ ପୂର୍ବ ରୁ 6 ବର୍ଷ ପରେ ନିୟମିତ ହେବେ ଠିକା କର୍ମଚାରୀ , ତେବେ ଠିକା କର୍ମଚାରୀ ମାନ ଙ୍କୁ ପ୍ରଥମ ବର୍ଷ 50 ପ୍ରତିଶତ ଦରମା ଦିଆଯିବ ଏହା କରିବା ଦ୍ଵାରା ରାଜ୍ୟ ରେ ପ୍ରତ୍ଯେକ ବର୍ଷ 250 କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ନିୟମିତି କର୍ମଚାରୀ ଙ୍କ ଭଳି ଠିକା କର୍ମଚାରୀ ମାନେ ମଧ୍ୟ ମେଡିକାଲ ଖର୍ଚ୍ଚ ପାଇ ପାରିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ