Breaking News

Ollywood କୁଇନ ବର୍ଷା ପ୍ରିୟଦର୍ଶନୀ (Varsha Priyadarshini) ଦେଲେ ଏକ ଭଲ ଖୁସି ଖବର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ , ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଆମେ ଆଜି ଆମର ଏହି ପେଜ ସେହି ଭିଡିଓ ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିଶ୍ଚୟ ଜାଣିବେ , ସେ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ଷା ଆମ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତା ଅନୁଭବ ମହାନ୍ତି ଙ୍କୁ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଥିଲେ , ତେବେ ବିବାହ ର କିଛି ଦିନ ଭଲ ରେ ରହିବା ପରେ ପରବର୍ତ୍ତୀ ସମୟ ରେ କିଛି ପାରିବାରିକ ବିବାଦ ଯୋଗୁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ଓ ଏହି ବିବାଦ ର ସମାଧାନ ପାଇଁ ଉଭୟ ବର୍ତ୍ତମାନ କୋର୍ଟ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଏହି ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ ।


ତେବେ ବନ୍ଧୁଗଣ ଅନୁଭବ ଙ୍କ ଠାରୁ ବର୍ଷା ଅଲଗା ହେବା ପରେ ବହୁ ସାମାଜିକ କାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ହଁ ବନ୍ଧୁ କରୋନା ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ବର୍ଷା ପ୍ରିୟଦର୍ଶିନୀ । ତେବେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ସେ ବର୍ତ୍ତମାନ ସମୟ ରେ ରିଅଲ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ,

ତେବେ ବର୍ତ୍ତମାନ ସମୟ ରେ ଭାଇରାଲ ହେଉଥିବା ଭିଡିଓ ରେ ବର୍ଷା ରିଅଲ ରେ ଯେମିତି ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଥିଲେ ସେହିଭଳି ରିଲ ଲାଇଫ ରେ ଶୁଟିଙ୍ଗ ସେଟ ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ରେ ତେବେ ଏହି ଭିଡିଓ ରେ ଆହୁରି ଦେଖିବାକୁ ମିଳିଛି ଯେ ବର୍ଷା ଜଣେ କୁନି ଝିଅ ସହିତ ବହୁତ ସରା ମଜାମସ୍ତି କରୁଥିବାର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *