Breaking News

ଫୁଣି କଟକ ବାଦାମବାଡି ରେ ଫାଟିଲା ପାଣି ପାଇବ, ଦୁଇଜଣ ଝିଅ ଖସି ପଡିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ କଟକ ରେ ପୁଣି ଫାଟିଲା ପାଣି ପାଇପ , ହଁ ବନ୍ଧୁ ରବିବାର ଦିନ ବାଦାମବାଡି ଟ୍ରାଫିକ ଛକ ରେ ଭୂତଳ ପାଣି ଯୋଗାଉ ଥିବା ପାଇପ ଟି ଫାଟି ଯାଇଛି , ତେବେ ପାଇପ ଫାଟି ଯିବା ପରେ ପାଣି 15 ଫୁଟ ଉପର କୁ ଉଠିଥିଲା । ତେବେ ଏହା ଫଳ ରେ ରାସ୍ତା ସଂପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଗଲା ।

ତେବେ ଏହା ଫଳ ରେ ବହୁ ସମୟ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ବାଧାପ୍ରାପ୍ତ ହୋଇଥିଲା , ତେବେ ବନ୍ଧୁଗଣ ଏହା କୁ ମିଶାଇ ଦ୍ଵିତୀୟ ଥର କଟକ ରେ ଜଳ ଯୋଗଉଥିବା ପାଇପ ଫାଟିଛି । ତେବେ ଏହା ପୂର୍ବ ରୁ କଟକ ର ରାଜା ବଗିଚା ରେ ରାସ୍ତା ତଳେ ଯାଇଥିବା ଜଳ ଯୋଗାଣ ପାଇପ ଏଭଳି ଭାବେ ଫାଟି ଥିଲା ଯେ ଯାତାୟାତ କରିବା ପାଇଁ ଅସୁବିଧା ର ସମ୍ମୁଖୀନ ହେବା କୁ ପଡିଥିଲା ।

ତେବେ କିଛି ସମୟ ପରେ ଏହାର ମରାମତି ହୋଇଯାଇଥିଲା ତେବେ ସେ ପାଇପ ପାଠିବାର 4 ଦିନ ପରେ ମାନେ ଗତ କାଲୀ ପୁଣି ଜଳ ଯୋଗାଣ ପାଇପ ପାଠିଛି । ତେବେ ଏହା ପାଠିବା ପରେ ସେଠାକାର ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି , ତେବେ କଣ ପାଇପ ମରାମତି କାର୍ଯ୍ୟ ସଠିକ ଭାବେ ହୋଇନାହିଁ ଯାହା ଫଳ ରେ ପାଣି ପାଇପ ବାରମ୍ବାର ଫାଟି ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.