ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ କଟକ ରେ ପୁଣି ଫାଟିଲା ପାଣି ପାଇପ , ହଁ ବନ୍ଧୁ ରବିବାର ଦିନ ବାଦାମବାଡି ଟ୍ରାଫିକ ଛକ ରେ ଭୂତଳ ପାଣି ଯୋଗାଉ ଥିବା ପାଇପ ଟି ଫାଟି ଯାଇଛି , ତେବେ ପାଇପ ଫାଟି ଯିବା ପରେ ପାଣି 15 ଫୁଟ ଉପର କୁ ଉଠିଥିଲା । ତେବେ ଏହା ଫଳ ରେ ରାସ୍ତା ସଂପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଗଲା ।
ତେବେ ଏହା ଫଳ ରେ ବହୁ ସମୟ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ବାଧାପ୍ରାପ୍ତ ହୋଇଥିଲା , ତେବେ ବନ୍ଧୁଗଣ ଏହା କୁ ମିଶାଇ ଦ୍ଵିତୀୟ ଥର କଟକ ରେ ଜଳ ଯୋଗଉଥିବା ପାଇପ ଫାଟିଛି । ତେବେ ଏହା ପୂର୍ବ ରୁ କଟକ ର ରାଜା ବଗିଚା ରେ ରାସ୍ତା ତଳେ ଯାଇଥିବା ଜଳ ଯୋଗାଣ ପାଇପ ଏଭଳି ଭାବେ ଫାଟି ଥିଲା ଯେ ଯାତାୟାତ କରିବା ପାଇଁ ଅସୁବିଧା ର ସମ୍ମୁଖୀନ ହେବା କୁ ପଡିଥିଲା ।
ତେବେ କିଛି ସମୟ ପରେ ଏହାର ମରାମତି ହୋଇଯାଇଥିଲା ତେବେ ସେ ପାଇପ ପାଠିବାର 4 ଦିନ ପରେ ମାନେ ଗତ କାଲୀ ପୁଣି ଜଳ ଯୋଗାଣ ପାଇପ ପାଠିଛି । ତେବେ ଏହା ପାଠିବା ପରେ ସେଠାକାର ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି , ତେବେ କଣ ପାଇପ ମରାମତି କାର୍ଯ୍ୟ ସଠିକ ଭାବେ ହୋଇନାହିଁ ଯାହା ଫଳ ରେ ପାଣି ପାଇପ ବାରମ୍ବାର ଫାଟି ଯାଉଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ