Breaking News

ବଡ ଖବର – ଓଡିଆ ହିରୋ ଅମ୍ଳାନ ଦାସ କେଉଁ କାରଣ ପାଇଁ ହସ୍ପିଟାଲ ରେ ଭର୍ତ୍ତି ହେଲେ ଜାଣିଲେ ଆଖି ଲୁହରେ ଓଦା ହୋଇଯିବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅମ୍ଳାନ ଦାସ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି , ତେବେ ଏହି ଭଳି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତେବେ ଆସନ୍ତୁ ଜାଣିବା ଏହା ପଛ ରେ ଥିବା ସତ୍ୟାସତ୍ୟ କଣ ରହିଛି ,


ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଅମ୍ଳାନ ଙ୍କୁ ଜାଣିଥିବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଭାବେ ବେସ ପରିଚିତ , ତେବେ ଅମ୍ଳାନ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ଅମ୍ଳାନ ଙ୍କ ବାପା ମିହିର ଦାସ ମଧ୍ୟ ଆମ ଓଡିଆ ଇଣ୍ଡଷ୍ଟ୍ରି ଜଣେ ସୁପର ଷ୍ଟାର ଥିଲେ ଓ ବର୍ତ୍ତମାନ ମଧ୍ୟ ଅଛନ୍ତି । ତାହେଲେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅମ୍ଳାନ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କ ପତ୍ନୀ ଙ୍କ ନାମ ରହିଛି ଭୂମିକା ।


ତାହେଲେ ବନ୍ଧୁଗଣ ପରିବାର ସହିତ ଅମ୍ଳାନ ବହୁ ଲୋକ ପ୍ରିୟ ସ୍ଥାନ ବୁଲିବା ସହିତ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ଅମ୍ଳାନ ମେଡିକାଲ ରେ ଅଛନ୍ତି ସତ କିନ୍ତୁ କେଉଁ କାରଣ ପାଇଁ ଯାଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ , ତେବେ ମେଡିକାଲ ରେ ରହି ଅମ୍ଳାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ପୋଷ୍ଟ କରିଛନ୍ତି , ଯାହାକୁ ନେଇ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଯେ ଅମ୍ଳାନ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *