Breaking News

ଭାଇରାଲ ହେଉଛି କ୍ଳାସ ରୁମରେ ପିଲାଙ୍କ ରକ ବ୍ୟାଣ୍ଡ ସହିତ ଡ୍ୟାନ୍ସ ଭିଡିଓ, ଧୁନ ବାଳିକା ବଧୂ, ଦେଖିଲେ ୫ଲକ୍ଷ ରୁ ଅଧିଳ ଲୋକ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ହେଉଛି ଏମିତି ଏକ ଜିନିଷ ଯାହା ଲୋକ ମାନ ଙ୍କୁ ମାତ୍ର କିଛି ସମୟ ମଧ୍ୟ ରେ ଲୋକପ୍ରିୟ କରି ପାରିଛି ।ସେଥିପାଇଁ ତ ଆଜି ସୋସିଆଲ ମିଡିଆ ସମସ୍ତ ଙ୍କୁ ଲୋକପ୍ରିୟ କରାଇ ନିଜେ ଲୋକ ପ୍ରିୟ ହୋଇପାରିଛି , ତେବେ ଏହି ସୋସିଆଲ ମିଡିଆ କୁ ବହୁ ଲୋକ ବ୍ୟବହାର କରନ୍ତି ଓ ସେହି ସୋସିଆଲ ମିଡିଆ ରେ ମଣିଷ ମାନେ କିଛି ନା କିଛି ଫଟୋ ହେଉବା ଭିଡିଓ ପୋଷ୍ଟ କରି ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ସବୁଦିନ କିଛି ନା କିଛି ଭାଇରାଲ ଭିଡିଓ ଦେଖିବାକୁ ପାଉଥିବେ , ତେବେ ଏହି ଭିଡିଓ ମଧ୍ୟ କିଛି ଭିଡିଓ ହୃଦୟସ୍ପର୍ଶୀ ହୋଇଥିବା ସମୟ ରେ କିଛି ହସାଇ ଥାଏ ଓ କିଛି ଭିଡିଓ ଆଶ୍ଚର୍ଯ୍ୟ ଓ ଚକିତ କରାଇଥାଏ , ତେବେ ଆଜି ଆମେ ଯେଉଁ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ନା ଆପଣ ମାନେ କେବେ ଦେଖିଥିବେ ନା ଜାଣିଥିବେ ।


ହଁ ବନ୍ଧୁ ଆମେ କହିବାକୁ ଯାଉଥିବା ଭିଡିଓ ଟି ହେଉଛି ଏକ ସରକାର ବିଦ୍ୟାଳୟର ଭିଡିଓ , ତେବେ ଭିଡିଓ ରେ ଜଣେ ଯୁବକ ଓଡିଆ ଆଲବମ ବାଳିକା ବଧୁ ଗୀତ ଗାଉଥିବା ସମୟ ରେ ଆଉ ଦୁଇ ଯୁବକ ସେଠାରେ ରହି ଡେସ୍କ ରେ ବାଜା ବଜାଉଛନ୍ତି , ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେଠାରେ ବହୁ ଛାତ୍ର ଓ ଛାତ୍ରୀ ମାନେ ଶୁଣୁଥିବା ସମୟ ରେ ଶିକ୍ଷଜ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ , ତେବେ ଏହି ଗୀତ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବ ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *