ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ହେଉଛି ଏମିତି ଏକ ଜିନିଷ ଯାହା ଲୋକ ମାନ ଙ୍କୁ ମାତ୍ର କିଛି ସମୟ ମଧ୍ୟ ରେ ଲୋକପ୍ରିୟ କରି ପାରିଛି ।ସେଥିପାଇଁ ତ ଆଜି ସୋସିଆଲ ମିଡିଆ ସମସ୍ତ ଙ୍କୁ ଲୋକପ୍ରିୟ କରାଇ ନିଜେ ଲୋକ ପ୍ରିୟ ହୋଇପାରିଛି , ତେବେ ଏହି ସୋସିଆଲ ମିଡିଆ କୁ ବହୁ ଲୋକ ବ୍ୟବହାର କରନ୍ତି ଓ ସେହି ସୋସିଆଲ ମିଡିଆ ରେ ମଣିଷ ମାନେ କିଛି ନା କିଛି ଫଟୋ ହେଉବା ଭିଡିଓ ପୋଷ୍ଟ କରି ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ସବୁଦିନ କିଛି ନା କିଛି ଭାଇରାଲ ଭିଡିଓ ଦେଖିବାକୁ ପାଉଥିବେ , ତେବେ ଏହି ଭିଡିଓ ମଧ୍ୟ କିଛି ଭିଡିଓ ହୃଦୟସ୍ପର୍ଶୀ ହୋଇଥିବା ସମୟ ରେ କିଛି ହସାଇ ଥାଏ ଓ କିଛି ଭିଡିଓ ଆଶ୍ଚର୍ଯ୍ୟ ଓ ଚକିତ କରାଇଥାଏ , ତେବେ ଆଜି ଆମେ ଯେଉଁ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ନା ଆପଣ ମାନେ କେବେ ଦେଖିଥିବେ ନା ଜାଣିଥିବେ ।
ହଁ ବନ୍ଧୁ ଆମେ କହିବାକୁ ଯାଉଥିବା ଭିଡିଓ ଟି ହେଉଛି ଏକ ସରକାର ବିଦ୍ୟାଳୟର ଭିଡିଓ , ତେବେ ଭିଡିଓ ରେ ଜଣେ ଯୁବକ ଓଡିଆ ଆଲବମ ବାଳିକା ବଧୁ ଗୀତ ଗାଉଥିବା ସମୟ ରେ ଆଉ ଦୁଇ ଯୁବକ ସେଠାରେ ରହି ଡେସ୍କ ରେ ବାଜା ବଜାଉଛନ୍ତି , ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେଠାରେ ବହୁ ଛାତ୍ର ଓ ଛାତ୍ରୀ ମାନେ ଶୁଣୁଥିବା ସମୟ ରେ ଶିକ୍ଷଜ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ , ତେବେ ଏହି ଗୀତ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବ ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ