ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ ଅଭିନେତ୍ରୀ ଆମ ଓଡିଆ ଇଣ୍ଡଷ୍ଟ୍ରି ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥାନ୍ତି ଓ ଯେତେବେଳେ ଏହି ଧାରାବାହିକ ଟି ସରିଯାଇ ଥାଏ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥାଏ , ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଶ୍ଵେତଲାନା ଭଟ୍ଟାଚାର୍ଯ୍ୟ ବା ଆପଣ ମାନ ଙ୍କ ପ୍ରିୟ ତୁଲସୀ ।
ତୋ ଅଗଣାର ତୁଲସୀ ମୁଁ ଧାରାବାହିକ ରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁତ ଦିନ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିଲେ ଓ ବର୍ତ୍ତମାନ ସମୟ ରେ ନିଜ ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି । ତାହେଲେ ବର୍ତ୍ତମାନ ସମୟ ଶ୍ଵେତଲାନା ଙ୍କ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।
ତେବେ ଏହି ଭାଇରାଲ ଫଟୋ ରେ ସ୍ବେତାଳିନ ତାଙ୍କ ବଏଫ୍ରେଣ୍ଡ ସହ ନିଜ ଜନ୍ମ ଦିନ ଟି କୁ ବେସ ଧୁମଧାମ ରେ ପାଳନ କରିଛନ୍ତି । ତେବେ ଏହା ପଛ ରେ କଣ ରହିଛି ସତ୍ୟାସତ୍ୟ ଆସନ୍ତୁ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଶ୍ଵେତଲାନା ନିଜ ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି ଓ ଏହି ଧାରାବାହିକ ଟି ର ନାମ ହେଉଛି ମଙ୍ଗୁଳି କନ୍ୟା । ଏହି ଧାରାବାହିକ ରେ ଆପଣ ମାନେ ତୁଷାର ଓ ଛନ୍ଦିତା ଙ୍କୁ ନିଶ୍ଚୟ ଦେଖୁଥିବେ । ତେବେ ଏହି ଧାରାବାହିକ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି ।
ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ସ୍ବେତାଳିନ ଙ୍କ ଜନ୍ମ ଦିନ ହୋଇଥିଲା , ତେବେ ଏହି ଜନ୍ମ ଦିନ ରେ ସ୍ବେତାଳିନ ତାଙ୍କ ଜନ୍ମ ଦିନ ଟି କୁ ବେସ ଧୁମଧାମ ରେ ପାଳନ କରିଥିଲେ ତାହା ପୁଣି ନିଜ ବଏଫ୍ରେଣ୍ଡଙ୍କ ସହିତ । ବନ୍ଧୁଗଣ ଏହି ଖବର ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ