Breaking News

ଓଡିଆ ସିଙ୍ଗର ବିଷ୍ଣୁ ମୋହନ କବି (Bishnu Mohan Kabi) ତାଙ୍କର ଜୀବନର କିଛି ଏମିତି କଥା କହିଲେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ବିଷ୍ଣୁ ମୋହନ ଙ୍କ ବିଷୟ ରେ କିଛି ଅଜଣା କଥା ଜାଣିବା , ହଁ ବନ୍ଧୁ ଆମେ ଯେଉଁ କଥା ଆଜି ଆପଣ କହିବା କୁ ଯାଉଛୁ ସେହି କଥା ଗୁଡିକ ବିଷ୍ଣୁ ମୋହନ ନିଜେ ଏକ ଇଣ୍ଟର ଭ୍ୟୁ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟକ ବିଷୁ ମୋହନ ଯିଏ କି ବହୁ ଚଳଚିତ୍ର , ଭଜନ ରେ ଜବରଦସ୍ତ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ବିଷ୍ଣୁ ତାଙ୍କ ବାପା ମା ଙ୍କ ଠାରୁ ଗୀତ ଶିଖିଛନ୍ତି ଓ ତାଙ୍କ ବାପା ମା ହେଉଛନ୍ତି ଗୌଡୀୟ ବୈଷ୍ଣବ ଓ ସେ ସଦା ସର୍ବଦା ହରେ କୃଷ୍ଣ ର ବ୍ୟଞ୍ଜନ ଚାଲିଥାଏ । ତେବେ ବିଷ୍ଣୁ ଙ୍କ ବାପା ହେଉଛନ୍ତି ଜଣେ ମନ୍ଦିର ପୂଜାରୀ , ତେବେ ନିଜ ବାପା ଙ୍କ ସହିତ ବିଷ୍ଣୁ ଜଙ୍ଗଲ ରେ 12 ବର୍ଷ କଟେଇଛନ୍ତି ।

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ସେଇ ଗୀତ ଗାଈ ପାଗଳ ହୋଇ ଯାଇଥିଲେ । ତାଙ୍କ ବିଛଣା ତଳେ ସା-ପ ସୋଉଥିଲେ । ଯେଉଁଥି ପାଇଁ ସେ ସା-ପ ମାନଙ୍କର ଗନ୍ଧରେ ତାଙ୍କର ବ୍ରେନ ହ୍ୟା-ମ୍ରେ-ଜ ହୋଇ ଯାଇଥିଲା । ଏହା ପରେ ସେ ମେଡ଼ିସିନ ଖାଇବା ଦ୍ଵାରା କିଛି ଦିନ ପରେ ଆରୋଗ୍ୟ ଲାଭ କରିଥିଲେ ।  ତେବେ ବନ୍ଧୁଗଣ ବିଷୁ ମୋହନ କବି କଲେଜ ଲାଇଫ ରୁ ଜଣେ ଯୁବତୀ ଙ୍କୁ ଭଲ ପାଇଥିଲେ ଓ ତାଙ୍କୁ ହିଁ ବାହା ହୋଇଥିଲେ , ତେବେ ଆପଣ ମାନେ ଜାଣିଛନ୍ତି କି ଏହି ଗାୟକ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବା ସହିତ ମରାଠି ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ।

ତେବେ ବିଷ୍ଣୁ ସେହି ଇଣ୍ଟର ଭ୍ୟୁ ସେ ଏକ ବଡ କଥା କହିଛନ୍ତି ଯେ ଯେତେବେଳେ ଗୀତ ପ୍ରତି ଆଗ୍ରହ କରିଥାନ୍ତି ତାହେଲେ ସ୍ତ୍ରୀ ସହ ଝଗଡା କରି ଥାନ୍ତି ଓ ସ୍ତ୍ରୀ ରା-ଗି ଯାଇ ଘର ଭିତର କୁ ଯିବା ପରେ ଗୀତ ଗାଇବା ଆରମ୍ଭ କରିଥାନ୍ତି ଓ ପରବର୍ତ୍ତୀ ସମୟ ରେ ନିଜ ପତ୍ନୀ ଙ୍କୁ ଚକୋଲେତ ଦେଇ ନହେଲେ ଗୀତ ଗାଈ ସାନ୍ତ କରି ଥାନ୍ତି । ବିଷ୍ଣୁ ସଭା ସେସ ରେ ନିଜ ପତ୍ନୀ ଙ୍କ ପାଇଁ ଏକ ରୋମାଣ୍ଟିକ ଗୀତ ଗାଇଥିଲେ , ତେବେ ଏହି ଭଳି ବହୁସାରା ମଜାମସ୍ତି କାଠ କହିଥିଲେ ଆମ ମାନ ଙ୍କ ପ୍ରିୟ ଗାୟକ ବିଷ୍ଣୁ ମୋହନ କବି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *